ପି.କେ. ଆୟାର ଗିରଫ ଘଟଣା: ଚିତ୍ରାଙ୍କୁ ଜେରା କରି ଫେରିଲା କମିଶନରେଟ ପୋଲିସର ୨ ଜଣିଆ ଟିମ୍

ଭୁବନେଶ୍ୱର: ଡେକାନ୍ କ୍ରନିକାଲ୍ ଉପାଧ୍ୟକ୍ଷ ପି.କେ. ଆୟାରଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ଜେରା କରି ଦିଲ୍ଲୀରୁ ଫେରିଲା କମିଶନରେଟ୍ ପୋଲିସ୍। ଦିଲ୍ଲୀରେ ଚିତ୍ରାଙ୍କୁ ଜେରା କରିବା ପରେ ୨ଜଣିଆ ଟିମ୍ ଫେରିବା ନେଇ ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ଚିତ୍ରା କମିଶନରେଟ୍ ପୋଲିସ୍ ନିକଟରେ ହାଜର ହୋଇ ନଥିଲେ। ଦ୍ୱିତୀୟ ଥର ପାଇଁ କମିଶନରେଟ୍ ପୋଲିସ୍ ପଠାଇଥିବା ୱାରେଣ୍ଟର ଜବାବରେ ଚିତ୍ରା ଅସୁସ୍ଥ ଥିବାରୁ ହାଜର ହୋଇ ପାରୁନଥିବା […]

athawan-

athawan-

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 10:03 AM IST

Sports

Latest News

ଭୁବନେଶ୍ୱର: ଡେକାନ୍ କ୍ରନିକାଲ୍ ଉପାଧ୍ୟକ୍ଷ ପି.କେ. ଆୟାରଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ଜେରା କରି ଦିଲ୍ଲୀରୁ ଫେରିଲା କମିଶନରେଟ୍ ପୋଲିସ୍। ଦିଲ୍ଲୀରେ ଚିତ୍ରାଙ୍କୁ ଜେରା କରିବା ପରେ ୨ଜଣିଆ ଟିମ୍ ଫେରିବା ନେଇ ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ଚିତ୍ରା କମିଶନରେଟ୍ ପୋଲିସ୍ ନିକଟରେ ହାଜର ହୋଇ ନଥିଲେ। ଦ୍ୱିତୀୟ ଥର ପାଇଁ କମିଶନରେଟ୍ ପୋଲିସ୍ ପଠାଇଥିବା ୱାରେଣ୍ଟର ଜବାବରେ ଚିତ୍ରା ଅସୁସ୍ଥ ଥିବାରୁ ହାଜର ହୋଇ ପାରୁନଥିବା ଦର୍ଶାଇଥିଲେ। ବହୁକୋଟି ଟଙ୍କ। ବ୍ୟାଙ୍କ ଠକେଇ ଅଭିଯୁକ୍ତ ଡେକାନ୍ କ୍ରୋନିକିଲ୍ ଭାଇସ୍ ପ୍ରେସିଡେଣ୍ଟ ପି.କେ.ଆୟାର ଚିତ୍ରାଙ୍କ ନାଁରେ ଭୁବନେଶ୍ୱରସ୍ଥିତ ହୋଟେଲ୍ ଟ୍ରାଇଡେଣ୍ଟରେ ବୁକ୍ ହୋଇଥିବା ରୁମରେ ରହୁଥିଲେ। ରାଜ୍ୟ ଗୁଇନ୍ଦା ସୂଚନା ମୁତାବକ କମିଶନରେଟ୍ ପୋଲିସ ଗତ ଜୁନ୍ ୫ ତାରିଖ ରାତିରେ ହୋଟେଲରେ ଚଢ଼ାଉ କରି ଆୟାରଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story