ଭୂତ ଭୟ ଯୋଗୁ ସ୍କୁଲ ଆସୁନାହାନ୍ତି ପିଲା!

ମୋହନା (ମିହିର ଜତି): ସ୍କୁଲରେ ଭୂତ ମାତିଛି! ଯେଉଁଥିପାଇଁ ପିଲାମାନେ ମୂର୍ଚ୍ଛା ଯିବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ସେଥିପାଇଁ ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି। ଏପରି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଛି। ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠରେ ପାଖାପାଖି ୨୦୦ରୁ ଅଧିକ ପିଲା ପାଠ ପଢ଼ନ୍ତି। ଗତ ଶୁକ୍ରବାର ପିଲାମାନଙ୍କର ପ୍ରାର୍ଥନା ଚାଲିଥିବା ବେଳେ ଜଣେ ପିଲା ମୂର୍ଚ୍ଛା ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ରେ […]

parents-not-sending-their-children-to-school-after-rumours-of-it-being-a-haunted-place

Manoranjan Sial
  • Published: Monday, 04 February 2019
  • Updated: 04 February 2019, 05:34 PM IST

Sports

Latest News

ମୋହନା (ମିହିର ଜତି): ସ୍କୁଲରେ ଭୂତ ମାତିଛି! ଯେଉଁଥିପାଇଁ ପିଲାମାନେ ମୂର୍ଚ୍ଛା ଯିବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ସେଥିପାଇଁ ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି। ଏପରି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଛି।

ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠରେ ପାଖାପାଖି ୨୦୦ରୁ ଅଧିକ ପିଲା ପାଠ ପଢ଼ନ୍ତି। ଗତ ଶୁକ୍ରବାର ପିଲାମାନଙ୍କର ପ୍ରାର୍ଥନା ଚାଲିଥିବା ବେଳେ ଜଣେ ପିଲା ମୂର୍ଚ୍ଛା ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପର ଦିନ ଅର୍ଥାତ ଶନିବାର ୪ରୁ ୫ ଜଣ ପିଲା ପ୍ରାର୍ଥନା କରୁଥିବା ବେଳେ ଠିକ୍‌ ସେମିତି ମୂର୍ଚ୍ଛା ଯାଇଥିଲେ। ସ୍କୁଲ ଛୁଟି ହେବା ପରେ ଘରେ ପହଞ୍ଚି ଆହୁରି ୧୦ରୁ ୧୨ ଜଣ ପିଲା ମୂର୍ଚ୍ଛା ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଚେତା ଫେରିଥିଲା। ତା’ପରେ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନେ ଏବେବି ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସ୍କୁଲରେ ଭୂତ ଥିବାରୁ ପିଲାମାନେ ମୂର୍ଚ୍ଛା ଯାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି।

ସ୍କୁଲରେ ଭୂତ ଥିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲ ପଠାଉ ନାହାନ୍ତି। ଆଜି ସୋମବାର ମାତ୍ର ୨୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଥିଲେ। ସ୍କୁଲ ଏକ ପ୍ରକାର ଖାଲି ଖାଲି ଲାଗୁଥିଲା। ଝାଡ଼ାବାନ୍ତି ଛାଡ଼ୁନଥିବାରୁ ପିଲାମାନଙ୍କୁ ତାଙ୍କ ଅଭିଭାବକମାନେ ଘରେ ଗୁଣିଆ ମାଧ୍ୟମରେ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି। ଏପରିକି ସ୍କୁଲରେ ପିଲାମାନଙ୍କୁ ଝଡ଼ାଫୁଙ୍କା କରାଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଏହାକୁ ପ୍ରଧାନଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story