ପେଟ୍ରୋଲ ଦର କମିବ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ୍‌ ପଦାର୍ଥକୁ ଜିଏସ୍‌ଟିରେ ସାମିଲ ନେଇ ଯୋଜନା ଚାଲିଛି। ଜିଏସ୍‌ଟିରେ ସାମିଲ ହେଲେ ଟିକସ କମ୍‌ ହେବା ସହ ତେଲ ଦର କମିବ। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି-“ଓଡ଼ିଶାରେ ଲୁହା ଓ ଆଲୁମିନିୟମ ଭଳି ଖଣିଜ ପଦାର୍ଥ ଭରପୁର ରହିଛି। ତେଣୁ ଓଡ଼ିଶାର ବିକାଶ ପାଇଁ ସବୁ ପ୍ରକାର ସମ୍ଭାବନା ରହିଛି। ଦିନେ ସମୟ ଆସିବ ଭୁବନେଶ୍ୱର ସ୍ଥିର କରିବ […]

petrol-pump-

petrol-pump-

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 11:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ୍‌ ପଦାର୍ଥକୁ ଜିଏସ୍‌ଟିରେ ସାମିଲ ନେଇ ଯୋଜନା ଚାଲିଛି। ଜିଏସ୍‌ଟିରେ ସାମିଲ ହେଲେ ଟିକସ କମ୍‌ ହେବା ସହ ତେଲ ଦର କମିବ। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି-“ଓଡ଼ିଶାରେ ଲୁହା ଓ ଆଲୁମିନିୟମ ଭଳି ଖଣିଜ ପଦାର୍ଥ ଭରପୁର ରହିଛି। ତେଣୁ ଓଡ଼ିଶାର ବିକାଶ ପାଇଁ ସବୁ ପ୍ରକାର ସମ୍ଭାବନା ରହିଛି। ଦିନେ ସମୟ ଆସିବ ଭୁବନେଶ୍ୱର ସ୍ଥିର କରିବ ଲୁହା ଓ ଆଲୁମିନିୟମ ଦର। ପୃଥିବୀର ୭୦୦ କୋଟି ଲୋକ ଭୁବନେଶ୍ୱର କୈନ୍ଦ୍ରୀକ ହେବେ। ଶିକ୍ଷା, ବ୍ୟବସାୟ, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଉପରେ ନିର୍ଭର କରିବେ। ପୃଥିବୀର ହଟ୍‌ସ୍ପଟ୍‌ ହେବ ଓଡ଼ିଶା। ପୂର୍ବ ଭାରତର ଏହା ପ୍ରବେଶ ପଥ ହେବ।”

କେନ୍ଦ୍ରୀୟ ଅବହେଳା ନେଇ ସେ କହିଛନ୍ତି-“ରାଜ୍ୟ ସରକାର ସବୁବେଳେ ପୁରୁଣା ରେକର୍ଡ଼ ବଜାଉଛନ୍ତି। କେନ୍ଦ୍ର ଅବହେଳା କରୁଛି କହି ରାଜ୍ୟ ରାଜନୀତି କରୁଛି। ପୂର୍ବରୁ ରେଲୱେରେ ୭୦୦ କୋଟି, ଏବେ ୫୧,୦୦ କୋଟି ମିଳୁଛି। ଏଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅର୍ଥ ଦିଆଯାଇଛି। କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିତର୍କ ପାଇଁ ଆମେ ପ୍ରସ୍ତୁତ।”

ବିଜେପି ୧୨୦+ ମିଶନ୍‌ ନେଇ ସେ କହିଛନ୍ତି-“ବିଜେପି ଭୋଟ୍‌ ୧୯%ରୁ ୩୩%କୁ ବଢ଼ିଛି। ରାଜ୍ୟରେ ଆମେ ଦ୍ୱିତୀୟ ନମ୍ୱରରେ ରହିଛୁ। ୧ ନମ୍ୱରକୁ ଯିବା ପାଇଁ କଷ୍ଟ ହେବନି। ମୋ ଭବିଷ୍ୟତ ଓ କ୍ୟାରିୟର ସମ୍ପର୍କରେ ଦଳ ସ୍ଥିର କରିବ। ମୋତେ କଣ ଦାୟିତ୍ୱ ଦେବେ ତାହା ଦଳ ସ୍ଥିର କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story