ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଫଟୋ ଭାଇରାଲ

କୋଣାର୍କ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଅଁଳା ନବମୀ ବେଳର ଫଟୋ ଭାଇରାଲ୍ ହୋଇଛି। ବାସୁଦେବଗୁଡୁ ସ୍ୱାଇଁ ନାମକ ଜଣେ ଯୁବକ ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଫଟୋ ଭାଇରାଲ କରିଥିବା ସୂଚନା ମିଳିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଅଁଳା ନବମୀରେ ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶର ଫଟୋ କେମିତି ଉଠିଲା ଓ ଭାଇରାଲ୍‌ ହେଲା ତାହା ତଦନ୍ତ […]

or

or

Manoranjan Sial
  • Published: Monday, 19 November 2018
  • Updated: 19 November 2018, 04:57 PM IST

Sports

Latest News

କୋଣାର୍କ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଅଁଳା ନବମୀ ବେଳର ଫଟୋ ଭାଇରାଲ୍ ହୋଇଛି। ବାସୁଦେବଗୁଡୁ ସ୍ୱାଇଁ ନାମକ ଜଣେ ଯୁବକ ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଫଟୋ ଭାଇରାଲ କରିଥିବା ସୂଚନା ମିଳିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଅଁଳା ନବମୀରେ ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶର ଫଟୋ କେମିତି ଉଠିଲା ଓ ଭାଇରାଲ୍‌ ହେଲା ତାହା ତଦନ୍ତ ସାପେକ୍ଷ।

ସେହିପରି ଶ୍ରୀମନ୍ଦିରର ଭିତର ଫଟୋ ମଧ୍ୟ ଭାଇରାଲ୍‌ ହୋଇଛି। ସୁରଟର ଜଣେ ଶ୍ରଦ୍ଧାଳୁ ତେଜସ ସେଲରଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋ ଭାଇରାଲ୍‌ କରାଯାଇଛି। ଏହାଛଡ଼ା ଲିଙ୍ଗରାଜ ମନ୍ଦିରର ଫଟୋ ମଧ୍ୟ ଭାଇରାଲ୍‌ ହୋଇଛି।
କିଛି ଦିନ ତଳେ ମନ୍ଦିର ପରିସରର ଫଟୋ ଭାଇରାଲ୍‌ କରି ସସ୍‌ପେଣ୍ଡ ହୋଇଥିଲେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା। ଏଥିପାଇଁ ତାଙ୍କୁ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ସସ୍‌ପେଣ୍ଡ୍‌ କରିଥିଲେ। ସବ୍ଇନ୍ସପେକ୍ଟର ଶ୍ରୀ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋକୁ ଅପଲୋଡ଼ କରିଥିଲେ। ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସାଙ୍ଗକୁ ବେଢ଼ାରେ ଛିଡ଼ା ହୋଇଥିବା ବେଳେ କିଛି ଫଟୋକୁ ସେ ଭାଇରାଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story