ଦୂତିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଟାଲିର ନାପୋଲିଠାରେ ବିଶ୍ୱ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ଜଣେ ବିରଳ ପ୍ରତିଭାବାନ ଆଥଲେଟଙ୍କ ଅନନ୍ୟ ସଫଳତା ବୋଲି ମୋଦି ଟ୍ୱିଟ୍‌ କରିଛନ୍ତି। ମହିଳା ୧୦୦ ମିଟର ଦଉଡ଼ରେ ନିଜର କମାଲ ଦେଖାଇ କଠିନ ବିଜୟ ହାସଲ କରିଛନ୍ତି ।ଦୂତି ଭାରତକୁ ଗୌରାବନ୍ନିତ କରିଛନ୍ତି ବୋଲି ମୋଦି ଲେଖିଛନ୍ତି। Exceptional achievement of […]

gkl-1

gkl-1

Tapas Behera
  • Published: Thursday, 11 July 2019
  • Updated: 11 July 2019, 09:58 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଟାଲିର ନାପୋଲିଠାରେ ବିଶ୍ୱ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ଜଣେ ବିରଳ ପ୍ରତିଭାବାନ ଆଥଲେଟଙ୍କ ଅନନ୍ୟ ସଫଳତା ବୋଲି ମୋଦି ଟ୍ୱିଟ୍‌ କରିଛନ୍ତି। ମହିଳା ୧୦୦ ମିଟର ଦଉଡ଼ରେ ନିଜର କମାଲ ଦେଖାଇ କଠିନ ବିଜୟ ହାସଲ କରିଛନ୍ତି ।ଦୂତି ଭାରତକୁ ଗୌରାବନ୍ନିତ କରିଛନ୍ତି ବୋଲି ମୋଦି ଲେଖିଛନ୍ତି।

ଦୂତି ସେଠାରେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦଉଡ଼ରେ କମାଲ ଦେଖାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା‌ ପାଇଁ ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତି ହେଉଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos