ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଦେଲେ ପକ୍ସୋ କୋର୍ଟ

ଅନୁଗୋଳ (ବିରଜା ଦାଶ): ଜଣେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ‘ପକ୍ସୋ’ କୋର୍ଟ। ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି। ଜାନୁଆରୀ ୨୦ ତାରିଖରେ ନାବାଳିକା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଲା। ନାବାଳିକାକୁ ଏକୁଟିଆ ପାଇ ଅନାମ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏଥିରେ […]

rape

rape

Tapaswini Nayak
  • Published: Friday, 26 July 2019
  • Updated: 26 July 2019, 05:14 PM IST

Sports

Latest News

ଅନୁଗୋଳ (ବିରଜା ଦାଶ): ଜଣେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ 'ପକ୍ସୋ' କୋର୍ଟ। ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି।

ଜାନୁଆରୀ ୨୦ ତାରିଖରେ ନାବାଳିକା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଲା। ନାବାଳିକାକୁ ଏକୁଟିଆ ପାଇ ଅନାମ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏଥିରେ ନାବାଳିକା ପ୍ରତିବାଦ କରିବାରୁ ଅଭିଯୁକ୍ତ ତାକୁ ମାଡ଼ ମାରିଥିଲା। ପରେ ପଥରରେ ଛେଚି ଅତି ନୃଶଂସ ଭାବେ ସେଇ ଝିଅଙ୍କୁ ହତ୍ୟା କରିଥିଲା। ନାବାଳିକାକୁ ହତ୍ୟା କରିବା ପରେ ଅନାମ ଗାଁରୁ ପଳାଇ ଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ଅନୁଗୋଳ ପୁଲିସ ୪ଟି ଟିମ୍‌ ଗଠନ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ଅଭିଯୁକ୍ତକୁ କୋଲକତାରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story