ପୁଡ଼ିଆ ବିକି ବିକି କୋଟିପତି: ଚଢ଼ୁଥିଲେ ବିଦେଶୀ ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କୋଟିପତି ବ୍ରାଉନସୁଗର ବ୍ୟବସାୟୀ। ଦାମି ଗାଡିରେ ବସି ବିକ୍ରି କରୁଥିଲେ ବ୍ରାଉନ ସୁଗର ପୁଡିଆ। ଆଜି ଏଭଳି ଜଣେ କୋଟିପତି ବ୍ରାଉନସୁଗାର ବ୍ୟବସାୟୀଙ୍କୁ କୁଇକ ଆକ୍ସନ ଟିମ୍ ଗିରଫ କରିଛି। ତାଙ୍କ ନାଁ ଚନ୍ଦନ ବେହେରା। ରାଜଧାନୀର ଝାଡପଡା ଅଞ୍ଚଳରେ ଚନ୍ଦନଙ୍କର ଏକ ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ଏକାଧିକ ବିଲ୍ଡିଂ ପ୍ରୋଜେକେଟ ଓ ଭଡ଼ା ବାବଦକୁ ସେ ଲକ୍ଷଲକ୍ଷ ଟଙ୍କା ପାଉଥିବା ପୋଲିସ ନଜରକୁ ଆସିଛି। ପୋଲିସ ତାଙ୍କଠାରୁ ୩୦୦ରୁ ଅଧିକ ବ୍ରାଉନ […]

brown sugar

brown sugar

Rakesh Mallick
  • Published: Monday, 13 November 2017
  • Updated: 13 November 2017, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କୋଟିପତି ବ୍ରାଉନସୁଗର ବ୍ୟବସାୟୀ। ଦାମି ଗାଡିରେ ବସି ବିକ୍ରି କରୁଥିଲେ ବ୍ରାଉନ ସୁଗର ପୁଡିଆ। ଆଜି ଏଭଳି ଜଣେ କୋଟିପତି ବ୍ରାଉନସୁଗାର ବ୍ୟବସାୟୀଙ୍କୁ କୁଇକ ଆକ୍ସନ ଟିମ୍ ଗିରଫ କରିଛି। ତାଙ୍କ ନାଁ ଚନ୍ଦନ ବେହେରା।

ରାଜଧାନୀର ଝାଡପଡା ଅଞ୍ଚଳରେ ଚନ୍ଦନଙ୍କର ଏକ ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ଏକାଧିକ ବିଲ୍ଡିଂ ପ୍ରୋଜେକେଟ ଓ ଭଡ଼ା ବାବଦକୁ ସେ ଲକ୍ଷଲକ୍ଷ ଟଙ୍କା ପାଉଥିବା ପୋଲିସ ନଜରକୁ ଆସିଛି। ପୋଲିସ ତାଙ୍କଠାରୁ ୩୦୦ରୁ ଅଧିକ ବ୍ରାଉନ ସୁଗର ପୁଡିଆ ଜବତ କରିଛି। କୋର୍ଡ ଓ୍ୱାର୍ଡ ବ୍ୟବହାର କରି ସେ ଦୀର୍ଘ ଦିନ ଧରି ବ୍ରାଉନସୁଗାର କାରବାର କରୁଥିଲେ। ନିଜ ଆପାର୍ଟମେଣ୍ଟ ବାହାରେ ସେ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ କରିଥିଲା। ଗ୍ରାହକମାନେ ସେଠାରୁ  ବ୍ରଉନସୁଗାର ସଂଗ୍ରହ କରୁଥିଲେ। ତେବେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ପୋଲିସ ଏବେ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story