ପୋଲିସ୍ ଡିଜିଙ୍କୁ ଭେଟିଲେ ସିବିଆଇର ତିନି ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ପୋଲିସ୍ ଡିଜିଙ୍କୁ ଭେଟିଛନ୍ତି ସିବିଆଇର ତିନି ଜଣ ବରିଷ୍ଠ ଅଧିକାରୀ। ସିବିଆଇ ଯୁଗ୍ମ ନିଦ୍ଦେର୍ଶକ ରାଜୀବ ସିଂହ, ଡିଆଇଜି ଏସ୍ ବାଗ୍ଜୀ ଏବଂ ସିବିଆଇ ଏସପି ଶୁକ୍ରବାର କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟ ଯାଇ ଡିଜିପି ସଞ୍ଜୀବ ମାରିକଙ୍କ ସହ ଆଲୋଚନା କରିଛନ୍ତି। ଏହି ତିନି ଅଧିକାରୀ ଗୁରୁବାର ଭୁବନେଶ୍ୱର ଆସିଥିଲେ। ସେମାନେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସ୍ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ କେଉଁ ପ୍ରସଙ୍ଗରେ ପୋଲିସ୍ ଡିଜିଙ୍କ ସହ […]

dg

dg

Rakesh Mallick
  • Published: Friday, 12 June 2015
  • Updated: 12 June 2015, 09:58 AM IST

Sports

Latest News

ଭୁବନେଶ୍ୱର: ପୋଲିସ୍ ଡିଜିଙ୍କୁ ଭେଟିଛନ୍ତି ସିବିଆଇର ତିନି ଜଣ ବରିଷ୍ଠ ଅଧିକାରୀ। ସିବିଆଇ ଯୁଗ୍ମ ନିଦ୍ଦେର୍ଶକ ରାଜୀବ ସିଂହ, ଡିଆଇଜି ଏସ୍ ବାଗ୍ଜୀ ଏବଂ ସିବିଆଇ ଏସପି ଶୁକ୍ରବାର କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟ ଯାଇ ଡିଜିପି ସଞ୍ଜୀବ ମାରିକଙ୍କ ସହ ଆଲୋଚନା କରିଛନ୍ତି। ଏହି ତିନି ଅଧିକାରୀ ଗୁରୁବାର ଭୁବନେଶ୍ୱର ଆସିଥିଲେ। ସେମାନେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସ୍ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ କେଉଁ ପ୍ରସଙ୍ଗରେ ପୋଲିସ୍ ଡିଜିଙ୍କ ସହ ଆଲୋଚନା ହୋଇଛି ସେ ନେଇ କୌଣସି ତଥ୍ୟ ମିଳିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story