ଭାଇରାଲ ଅଡିଓ ମାମଲା; ଅଟକଙ୍କ ମଧ୍ୟରୁ ଜଣେ ଅରଟେଲ୍ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅରଟେଲ୍ କର୍ମଚାରୀ। କର୍ମଚାରୀ ଅଟକ ଥିବା ନେଇ ଅରଟେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।  ଗତକାଲି ଦ୍ୱିପ୍ରହରରୁ ପୁଲିସ୍‌ ଉଭୟଙ୍କୁ ଉଠାଇ ନେଇଥିଲେ ବି ଛାଡ଼ି ନଥିବା ବନ୍ଧୁମାନଙ୍କ ପକ୍ଷରୁ ସୂଚନା ମିଳିଛି।   ଅଟକ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ଗତକାଲି ରାତି ୨ଟାରେ ଛାଡ଼ି ଦିଆଯାଇଥିବା ତାଙ୍କ ପତ୍ନୀ ଗଣମାଧ୍ୟମକୁ କହିଥିବା ବେଳେ ଏବେ ତାଙ୍କ […]

sound-clip-1

sound-clip-1

Niharika Rout
  • Published: Monday, 10 August 2020
  • Updated: 10 August 2020, 10:35 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅରଟେଲ୍ କର୍ମଚାରୀ। କର୍ମଚାରୀ ଅଟକ ଥିବା ନେଇ ଅରଟେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।  ଗତକାଲି ଦ୍ୱିପ୍ରହରରୁ ପୁଲିସ୍‌ ଉଭୟଙ୍କୁ ଉଠାଇ ନେଇଥିଲେ ବି ଛାଡ଼ି ନଥିବା ବନ୍ଧୁମାନଙ୍କ ପକ୍ଷରୁ ସୂଚନା ମିଳିଛି। 

 ଅଟକ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ଗତକାଲି ରାତି ୨ଟାରେ ଛାଡ଼ି ଦିଆଯାଇଥିବା ତାଙ୍କ ପତ୍ନୀ ଗଣମାଧ୍ୟମକୁ କହିଥିବା ବେଳେ ଏବେ ତାଙ୍କ ବନ୍ଧୁମାନେ ଏହାକୁ ଅସ୍ୱୀକାର କରୁଛନ୍ତି। ଅପରପକ୍ଷେ ଏହି ଘଟଣାରେ ପୁଲିସ୍‌ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନି। ପୁଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପକୁ ଚାରିଆଡୁ ସମାଲୋଚନା କରାଯାଇଛି। । କାହିଁକି ଦୁଇ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି ବୋଲି ପ୍ରଶ୍ନ ଉଠୁଛି ।  

 ସୂଚନାଯୋଗ୍ୟ, ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଦୁଇ ଜଣ ବନ୍ଧୁ କଥା ହେଉଥିବାର ଏକ ଅଡିଓ ପ୍ରକାଶ ପାଇଥିଲା। ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା  କୁହାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗ ସହିତ କଥା ହୋଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ଗତକାଲି ସେମାନଙ୍କୁ ପୁଲିସ୍‌ ଉଠାଇ ନେଇଥିବା ବେଳେ ବ୍ୟାପକ ତଦନ୍ତ ପାଇଁ ସେମାନଙ୍କୁ ନିଆଯାଇଥିବା କହିଥିଲେ ପୁଲିସ କମିଶନର।

ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଉକ୍ତ ଭିଡିଓକୁ ମିଛ ବୋଲି ଦର୍ଶାଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲା। ପୁଲିସ୍‌ ମାମଲା ରୁଜୁ କରି ରାତି ଅଧିଆ ଓଟିଭି ଅଫିସ୍‌ରେ ପହଞ୍ଚି  ଶନିବାର ଥାନାରେ ହାଜର ପାଇଁ ନୋଟିସ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story