ପୋଲିସ ଓ ପ୍ରଶାସନ ସହଯୋଗରେ ରମେଶ ବଢାଇଛନ୍ତି ଅପରାଧ ସାମ୍ରାଜ୍ୟ: ସାଂସଦ ଲଡୁକିଶୋର

ଭୁବନେଶ୍ୱର: ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଗିରଫ ଘଟଣାକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ଆସ୍କା ସାଂସଦ ଲଡୁକିଶୋର ସ୍ୱାଇଁ ରମେଶଙ୍କ ଅପରାଧିକ ସାମ୍ରାଜ୍ୟ ବିସ୍ତାରରେ ପୋଲିସ ଓ ପ୍ରଶାସନର ହାତ ଥିବା ଅଭିଯୋଗ କରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ ଲଡୁ କିଶୋରଙ୍କ ମନ୍ତବ୍ୟକୁ ସମର୍ଥନ କରିବା ଘିଅରେ ନିଆଁ ଢାଳିବା ସଦୃଶ ହୋଇଛି। ଅନ୍ୟପକ୍ଷରେ ବିଜେଡି ଏଥିରୁ ନିଜକୁ ଦୂରେଇ ରଖିବା ସହ ଏହା […]

ladu kisore

ladu kisore

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 05:34 PM IST

Sports

Latest News

ଭୁବନେଶ୍ୱର: ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଗିରଫ ଘଟଣାକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ଆସ୍କା ସାଂସଦ ଲଡୁକିଶୋର ସ୍ୱାଇଁ ରମେଶଙ୍କ ଅପରାଧିକ ସାମ୍ରାଜ୍ୟ ବିସ୍ତାରରେ ପୋଲିସ ଓ ପ୍ରଶାସନର ହାତ ଥିବା ଅଭିଯୋଗ କରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ ଲଡୁ କିଶୋରଙ୍କ ମନ୍ତବ୍ୟକୁ ସମର୍ଥନ କରିବା ଘିଅରେ ନିଆଁ ଢାଳିବା ସଦୃଶ ହୋଇଛି। ଅନ୍ୟପକ୍ଷରେ ବିଜେଡି ଏଥିରୁ ନିଜକୁ ଦୂରେଇ ରଖିବା ସହ ଏହା ଲଡୁକିଶୋରଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛି।

‘ଅପରାଧୀଙ୍କ କବଜାରେ ଗଞ୍ଜାମ ଜିଲ୍ଲା’ କହି ସାଂସଦ ଲଡୁକିଶୋର ପୋଲିସକୁ ଟାର୍ଗେଟ କରିଛନ୍ତି। ରମେଶ ଅପରାଧିକ ସାମ୍ରାଜ୍ୟ ବିସ୍ତାରରେ ପୋଲିସର ଭୂମିକାକୁ ନେଇ ସେ ଆଙ୍ଗୁଳି ଉଠାଇଛନ୍ତି। କେବଳ ପୋଲିସ ନୁହେଁ, ପ୍ରଶାସନକୁ ବି ଟାର୍ଗେଟ କରିଛନ୍ତି। ଏପରି କି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ବେଳେ ତାଙ୍କ ଜିଲ୍ଲା ଅପରାଧ ମୁକ୍ତ ନୁହେଁ ବୋଲି ସେ ଖୋଲାଖୋଲି ଭାବେ କହିଛନ୍ତି।

ସାଂସଦ କହିଛନ୍ତି, “ପୋଲିସର ବିନା ସହାୟତାରେ ଏପରି ଅପରାଧ କାର୍ଯ୍ୟ କରିବା ଅସମ୍ଭବ। ପୋଲିସ ସହଯୋଗ ଥିବାରୁ ସେମାନେ ହତ୍ୟା କରିପାରୁଛନ୍ତି ଓ ମଦ ବ୍ୟବସାୟ କରି ବହୁ ଟଙ୍କା ଆଦାୟ କରୁଛନ୍ତି। ରମେଶଙ୍କୁ ବାଲିଘାଟ କାରବାରରେ ପ୍ରଶାସନ ସହଯୋଗ କରୁଥିଲା।”

ଲଡୁଙ୍କ ମନ୍ତବ୍ୟକୁ ନିଜ ଅନ୍ଦାଜରେ ସମର୍ଥନ କରିଛନ୍ତି ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, “ବିନା ପ୍ରଶାସନିକ ଓ ରାଜନୈତିକ ପ୍ରୋତ୍ସାହନରେ ଏପରି ଅପରାଧ ସାମ୍ରାଜ୍ୟ ବିସ୍ତାର କରି ହେବ ନାହିଁ।”

ମନ୍ତ୍ରୀ ଓ ସାଂସଦଙ୍କ ଏହି ବୟାନ ବିଜେଡିକୁ ଅଡୁଆରେ ପକାଇ ଦେଇଛି। ଦଳ ଏଥିରୁ ନିଜକୁ ଦୂରେଇ ରଖିବାକୁ ଉଚିତ ମଣିଛି। ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ଏହା ସାଂସଦଙ୍କ ବ୍ୟକ୍ତିଗତ ମତ। ରମେଶଙ୍କ ମାମଲାରେ ପୋଲିସ ବିରୋଧରେ ପ୍ରମାଣ ଥିଲେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story