ଭୋଟ ପୂର୍ବରୁ ଚାଲିଥିଲା ଭୋଜି; ବାରଣ କରିବାରୁ ପୁଲିସ୍‌କୁ ଛେଚିଲେ ଲୋକେ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଆଜି ସମଗ୍ର ରାଜ୍ୟର  ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ  ଦିତୀୟ ପର୍ଯ୍ୟାୟ ନିର୍ବାଚନ ଚାଳୁଛି। ହେଲେ ଏହା ପୂର୍ବରୁ ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତ ହାବେଳି ନାଥ ସାହିରେ ମୁହାଁମୁହିଁ ଡୋଇଛନ୍ତି ପୁଲିସ୍‌-ଜନତା।  ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ି ଭାଙ୍ଗି ଦେଇଥିବା ବେଳେ ୨ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ହାବେଳି ନାଥ ସାହିରେ ଜଣେ  ୱାର୍ଡ […]

bolero

bolero

Niharika Rout
  • Published: Friday, 18 February 2022
  • Updated: 18 February 2022, 09:51 AM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଆଜି ସମଗ୍ର ରାଜ୍ୟର  ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ  ଦିତୀୟ ପର୍ଯ୍ୟାୟ ନିର୍ବାଚନ ଚାଳୁଛି। ହେଲେ ଏହା ପୂର୍ବରୁ ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତ ହାବେଳି ନାଥ ସାହିରେ ମୁହାଁମୁହିଁ ଡୋଇଛନ୍ତି ପୁଲିସ୍‌-ଜନତା।  ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ି ଭାଙ୍ଗି ଦେଇଥିବା ବେଳେ ୨ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି

ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ହାବେଳି ନାଥ ସାହିରେ ଜଣେ  ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଭୋଜିଭାତର ଆୟୋଜନ ଚାଲିଥିଲା। ବିଳମ୍ବିତ ରାତିରେ ସେଠାରେ କିଛି ଯୁବକ ଏକତ୍ରିତ ହୋଇ ଭୋଜି ଖାଇ ବସିଥିବା ବେଳେ ଅଚାନକ ପୁଲିସ୍‌ ସେଠାରେ ପହଂଚିଥିଲା ।

ପୁଲିସ୍‌ ପହଞ୍ଚି ଭୋଜିଭାତକୁ ବାରଣ କରିବାରୁ ଉପସ୍ଥିତ ଯୁବକ ପୁଲିସ୍‌ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ହାତାହାତି ପରିସ୍ଥିତି ହୋଇଥିଲା । ଏପରିକି  ପୁଲିସ୍‌ ଗାଡ଼ି ଉପରକୁ ଇଟା ମାଡ଼ କରିବା ସହ କାଠ ଖଣ୍ଡରେ କାଚକୁ ଭାଙ୍ଗି ଦେଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ୨ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।

ଏବେ ସେଠାରେ  ସ୍ଥିତି ନିୟନ୍ତ୍ରଣାଧୀନ ରହିଛିଥିବା ବେଳେ ଆଜି ସକାଳୁ ପୁଲିଂ ଚାଲିଥିବା କହିଛନ୍ତି ଜଗତସିଂହପୁର ଏସଡିପିଓ ରମେଶ ସିଂ । ଘଟଣାର ତଦନ୍ତ ହେବା ସହ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ନାଉଗାଁ ବ୍ଲକ୍ କୋରୁଅ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗାଡି କାଚ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି  |  ଏହି ଘଟଣାର ମଧ୍ୟ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ସଦର ଏସଡ଼ିପିଓ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story