କାହାକୁ ହ୍ୟାଲୋ କହିଲେ ନବୀନ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା । ଡାକ୍ତରଖାନା ହେଉ କି ଥାନା, ସବୁଠି ଅଧିକାରୀ ଛାନିଆ। ଏପଟେ କାର୍ଯ୍ୟକ୍ରମ ଆରମ୍ଭର ଦିନକ ପରେ ରିଅଲିଟି ଚେକ୍ ବେଳେ ସବୁଠି ପୁଳା ପୁଳା ସମସ୍ୟା ହିଁ ନଜରକୁ ଆସିଥିଲା । ସେପଟେ ମୁଖ୍ୟମନ୍ତ୍ରୀ ଗତକାଲି ଫୋନ୍‌ରେ କେଉଁମାନଙ୍କ ସହ କଥା ହୋଇଥିଲେ ତାହା ସ୍ପଷ୍ଟ ହୋଇନି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳରୁ ଜାରି ହୋଇଥିବା ଏଡିଟେଡ୍ ଭିଡିଓକୁ […]

4321

4321

Tapas Behera
  • Published: Thursday, 03 October 2019
  • Updated: 03 October 2019, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା । ଡାକ୍ତରଖାନା ହେଉ କି ଥାନା, ସବୁଠି ଅଧିକାରୀ ଛାନିଆ। ଏପଟେ କାର୍ଯ୍ୟକ୍ରମ ଆରମ୍ଭର ଦିନକ ପରେ ରିଅଲିଟି ଚେକ୍ ବେଳେ ସବୁଠି ପୁଳା ପୁଳା ସମସ୍ୟା ହିଁ ନଜରକୁ ଆସିଥିଲା ।

ସେପଟେ ମୁଖ୍ୟମନ୍ତ୍ରୀ ଗତକାଲି ଫୋନ୍‌ରେ କେଉଁମାନଙ୍କ ସହ କଥା ହୋଇଥିଲେ ତାହା ସ୍ପଷ୍ଟ ହୋଇନି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳରୁ ଜାରି ହୋଇଥିବା ଏଡିଟେଡ୍ ଭିଡିଓକୁ ନେଇ ବିରୋଧୀ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଭୁବନେଶ୍ୱର ବିଏମ୍ସି ହସପିଟାଲକୁ ଅଚାନକ୍ ଗସ୍ତ କରି ବାସ୍ତବ ସ୍ଥିତି ପରଖିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ମାନିଛନ୍ତି ଯେ, ଭିତ୍ତିଭୂମିର ଅଭାବ ରହିଛି।

ସେପଟେ ଥାନା ହେଉ କି ଡାକ୍ତରଖାନା, ସବୁଠି ମୋ ସରକାର କାର୍ଯ୍ୟକ୍ରମକୁ ନେଇ ତତ୍ପରତା ବଢ଼ିଛି। କିନ୍ତୁ ରିଅଲିଟି ଚେକ୍ ବେଳେ ସାମ୍ନାକୁ ଆସିଛି ସମସ୍ୟାର ଅସରନ୍ତି ଚିତ୍ର । କଟକ ବଡ ମେଡିକାଲରେ ଆଉଟ୍ ଡୋରରେ ଡାକ୍ତରଙ୍କୁ ଦେଖାକରିବା ପାଇଁ ଟିକଟ୍ କରିବାକୁ ଘଣ୍ଟା ଘଣ୍ଟା ଲାଇନ୍‌ରେ ଛିଡ଼ା ହେବାକୁ ପଡୁଛି । ରକ୍ତ ପରୀକ୍ଷା କେନ୍ଦ୍ରରେ ବି ସମାନ ଅବସ୍ଥା । ଏପରିକି ରୋଗୀଙ୍କ ସୁବିଧା ପାଇଁ ଖୋଲିଥିବା ନିରାମୟ କେନ୍ଦ୍ରରେ ସବୁ ପ୍ରକାର ଔଷଧ ମିଳୁନାହିଁ।

ମୋ ସରକାର କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟରୁ ଜାରି ହୋଇଥିବା ଏହି ଏଡିଟେଡ୍ ଭିଡିଓ କଲ୍‌କୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏହା କେବଳ ଏକ ଡ୍ରାମା, ପ୍ରକୃତରେ ମୁଖ୍ୟମନ୍ତ୍ରୀ କାହା ସହ କଥା ହୋଇଛନ୍ତି ତାହା ସ୍ପଷ୍ଟ ହେବା ଦରକାର ବୋଲି ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।

ସେପଟେ ମୋ ସରକାର ପାଇଁ ପ୍ରସ୍ତତ ହୋଇଛି ବିସ୍ତୃତ ଖସଡ଼ା। ଅକ୍ଟୋବର ୩୧ ସୁଦ୍ଧା ସବୁ ଜିଲ୍ଲା ହସ୍ପିଟାଲ ଓ ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ସବୁ ସରକାରୀ ଅଫିସ୍‌ରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story