ପ୍ରକାଶ ପାଇଲା ଏମସ୍ ଏମବିବିଏସ୍ ପ୍ରବେଶିକା ପରୀକ୍ଷା ଫଳ

ଭୁବନେଶ୍ୱର : ଭୁବନେଶ୍ୱର ସମେତ ଦେଶର ୭ଟି ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ-ଏମସ୍ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ହୋଇଥିବା ପ୍ରବେଶିକା ଫଳ ଗୁରୁବାର ପ୍ରକାଶ ପାଇଛି । ଏମସ୍ ନିଜସ୍ୱ ବେବସାଇଟ୍ ଏମସ୍ଏକଜାମ୍ ଡଟ୍ ଓଆର୍ଜିରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ଏହି ପରୀକ୍ଷାରେ ଓଡିଶାର ଆଦିତ୍ୟ ମିଶ୍ର ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ୧ ନଂ ରେଙ୍କରେ ଅଛନ୍ତି ନଭସିନ ସିଂଘଲ । ଗତ ଜୁନ ୧ତାରିଖରେ ଏମସ ଏମବିବିଏସ୍ ପ୍ରବେଶିକା […]

aiims

aiims

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 09:46 AM IST

Sports

Latest News

ଭୁବନେଶ୍ୱର : ଭୁବନେଶ୍ୱର ସମେତ ଦେଶର ୭ଟି ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ-ଏମସ୍ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ହୋଇଥିବା ପ୍ରବେଶିକା ଫଳ ଗୁରୁବାର ପ୍ରକାଶ ପାଇଛି । ଏମସ୍ ନିଜସ୍ୱ ବେବସାଇଟ୍ ଏମସ୍ଏକଜାମ୍ ଡଟ୍ ଓଆର୍ଜିରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ଏହି ପରୀକ୍ଷାରେ ଓଡିଶାର ଆଦିତ୍ୟ ମିଶ୍ର ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ୧ ନଂ ରେଙ୍କରେ ଅଛନ୍ତି ନଭସିନ ସିଂଘଲ । ଗତ ଜୁନ ୧ତାରିଖରେ ଏମସ ଏମବିବିଏସ୍ ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥିରେ ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୨୫୦ ଜଣ ଛାତ୍ରଛାତ୍ରୀ କୃତ କାର୍ଯ୍ୟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story