ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

<p>କଟକ: ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍&zwnj;ଙ୍କ ସଂଖ୍ୟା କମ୍&zwnj; ଥିବାରୁ&nbsp; ଏହାର ପ୍ରତିବାଦରେ ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଆଜି ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଗତକାଲି ଅପରାହ୍ନରେ ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ କରିଥିଲେ।</p> <p>ଓକିଲଙ୍କ ଅଭିଯୋଗ ହେଉଛି, ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍&zwnj;ଙ୍କ ସଂଖ୍ୟା କମ୍ ରହିଛି। ୨୭ଟି ପଦବୀ ଥିବା ବେଳେ ଏବେ ୧୮ ଜଣ ଜଜ୍ ଅଛନ୍ତି। ଜଣେ ଜଜଙ୍କର ବଦଳି ହୋଇ ଯାଇଥିବାରୁ ଏବେ ୧୭ଜଣ ଜଜ୍&zwnj; ଅଛନ୍ତି। ନିଯୁକ୍ତି ନ ଦେଇ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରିଛନ୍ତି।</p>

Ordigital Desk
  • Published: Friday, 17 November 2017
  • Updated: 17 November 2017, 12:36 PM IST

Sports

Latest News

<p>କଟକ: ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍&zwnj;ଙ୍କ ସଂଖ୍ୟା କମ୍&zwnj; ଥିବାରୁ&nbsp; ଏହାର ପ୍ରତିବାଦରେ ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଆଜି ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଗତକାଲି ଅପରାହ୍ନରେ ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ କରିଥିଲେ।</p><p>ଓକିଲଙ୍କ ଅଭିଯୋଗ ହେଉଛି, ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍&zwnj;ଙ୍କ ସଂଖ୍ୟା କମ୍ ରହିଛି। ୨୭ଟି ପଦବୀ ଥିବା ବେଳେ ଏବେ ୧୮ ଜଣ ଜଜ୍ ଅଛନ୍ତି। ଜଣେ ଜଜଙ୍କର ବଦଳି ହୋଇ ଯାଇଥିବାରୁ ଏବେ ୧୭ଜଣ ଜଜ୍&zwnj; ଅଛନ୍ତି। ନିଯୁକ୍ତି ନ ଦେଇ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos