୬ରେ ସିଲ୍ ହେବ ପୁରୀର ୨୦ ହୋଟେଲ୍

ପୁରୀ: ପୁରୀ ସହରର ୨୦ଟି ହୋଟେଲ୍‌କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କ୍ଲୋଜର୍ ନୋଟିସ୍ ଜାରି କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ହୋଟେଲ୍‌ ଗୁଡ଼ିକୁ ସିଲ୍ କରିବା ପାଇଁ ନୋଟିସ୍ ଜାରି କରାଯାଇଛି। ୫ ତାରିଖ ସନ୍ଧ୍ୟା ପୂର୍ବରୁ ହୋଟେଲ୍ ଖାଲି କରିବାକୁ ଆଜି ପର୍ଯ୍ୟଟକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି। ‘କନ୍‌ସେଣ୍ଟ୍ ଟୁ ଅପରେଟ୍‌’ ଲାଇସେନ୍ସ ପାଇ ନ ଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ […]

hotels

hotels

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 10:32 PM IST

Sports

Latest News

ପୁରୀ: ପୁରୀ ସହରର ୨୦ଟି ହୋଟେଲ୍‌କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କ୍ଲୋଜର୍ ନୋଟିସ୍ ଜାରି କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ହୋଟେଲ୍‌ ଗୁଡ଼ିକୁ ସିଲ୍ କରିବା ପାଇଁ ନୋଟିସ୍ ଜାରି କରାଯାଇଛି। ୫ ତାରିଖ ସନ୍ଧ୍ୟା ପୂର୍ବରୁ ହୋଟେଲ୍ ଖାଲି କରିବାକୁ ଆଜି ପର୍ଯ୍ୟଟକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି।

‘କନ୍‌ସେଣ୍ଟ୍ ଟୁ ଅପରେଟ୍‌’ ଲାଇସେନ୍ସ ପାଇ ନ ଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହୋଟେଲ୍‌ ଗୁଡ଼ିକୁ କ୍ଲୋଜର ନୋଟିସ୍‌ ଜାରି କରାଯାଇଥିଲା।

କ୍ଲୋଜର ନୋଟିସ୍ ପାଇଥିବା ହୋଟେଲ୍‌ ଗୁଡ଼ିକ ହେଉଛି ଚକ୍ରତୀର୍ଥ ରୋଡ୍‌ରେ ଥିବା ପିଙ୍କ୍ ହାଉସ୍, ଜେନେସିସ୍ ହୋଟେଲ୍, ରାଧିକା ରିସୋର୍ଟ, ହୋଟେଲ୍ ଡାଏଲ୍ ରିଙ୍ଗ୍, ସୂର୍ଯ୍ୟ ବିଚ୍ ଇନ୍, ପୁରୀ ବେଳାଭୂମିରେ ଥିବା ହୋଟେଲ୍ ତାରା, ଓମ୍, ମାରିନା ବିଚ୍ ରିସୋର୍ଟ, ହୋଟେଲ ଗ୍ରାଣ୍ଡ, ନିୟୁ ହୋଟେଲ ଆପୋଲୋ, ମାଲ୍ଲିକା ଭବନ, ଗୌଡ଼ବାଡ଼ ସାହିର ହୋଟେଲ୍ ନିତାଇକୁଞ୍ଜ, ନିୟୁ ମାଲାଞ୍ଚା, କାଜୁରିନା ହାଉସ୍, ଟାକ୍ସିବାଡ଼ି ଲଜିଂ, ମଦନ ଜିଲ୍ଲା, ଗୋପାଳ ବଲ୍ଲଭ ରୋଡ୍‌ର ହରୀ ପାର୍ବତୀ, ଚନ୍ଦ୍ରମା ଓ ହୋଟେଲ ସୂର୍ଯ୍ୟ ଗାର୍ଡେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story