ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପୁରୀ: ଶ୍ରୀମନ୍ଦିରରେ ଡାଲି ହାଣ୍ଡି ଭାଙ୍ଗି ଜଣେ ବୋଝିଆ ଆହତ ହୋଇଛନ୍ତି। ତାଙ୍କ ନାଁ ରୋହିତ ଦାସ। ଗରମ ଡାଲି ପଡି ତାଙ୍କର ଦୁଇ ହାତ ଓ ଗୋଡ ପୋଡିଯାଇଛି। ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>[video width="320" height="240" mp4="]</p> <p>ଆଜି ଶ୍ରୀଜିଉଙ୍କର ପ୍ରଥମ ଭୋଗମଣ୍ଡପ ଉଠିବା ପରେ ସେ ମହାପ୍ରସାଦ ହାଣ୍ଡି ଆନନ୍ଦ ବଜାରକୁ ଆଣୁଥିଲେ। ଏହି ସମୟରେ ଡାଲି ହାଣ୍ଡିଟି ଭାଙ୍ଗି ଯାଇଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।