ପୁରୀ ସମୁଦ୍ରକୂଳରୁ ଡଲ୍‌ଫିନ୍‌ର ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରକୂଳରୁ ଆଜି ବିରଳ ବଟଲ୍‌ନୋଜ୍ ପ୍ରଜାତିର ଏକ ଡଲ୍‌ଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଲ୍‌ଫିନ୍‌ଟି ଦିଗବାରେଣୀ ଘାଟ ନିକଟରେ ଭାସୁ ଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ପୁରୀ ଜିଲ୍ଲା ବନଖଣ୍ଡ କର୍ମଚାରୀମାନେ ଆସି ଡଲ୍‌ଫିନ୍‌ର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇ ଯାଇଥିଲେ। ୪ ଫୁଟ୍ ଲମ୍ବର ଏହି ବଟଲ୍‌ନୋଜ୍ ଡଲଫିନ୍‌ଟି ଟ୍ରଲର ମାଡ଼ରେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ତେବେ ଶବବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ […]

dolphin

dolphin

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 11:57 AM IST

Sports

Latest News

dolphinପୁରୀ: ପୁରୀ ସମୁଦ୍ରକୂଳରୁ ଆଜି ବିରଳ ବଟଲ୍‌ନୋଜ୍ ପ୍ରଜାତିର ଏକ ଡଲ୍‌ଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଲ୍‌ଫିନ୍‌ଟି ଦିଗବାରେଣୀ ଘାଟ ନିକଟରେ ଭାସୁ ଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ପୁରୀ ଜିଲ୍ଲା ବନଖଣ୍ଡ କର୍ମଚାରୀମାନେ ଆସି ଡଲ୍‌ଫିନ୍‌ର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇ ଯାଇଥିଲେ।

୪ ଫୁଟ୍ ଲମ୍ବର ଏହି ବଟଲ୍‌ନୋଜ୍ ଡଲଫିନ୍‌ଟି ଟ୍ରଲର ମାଡ଼ରେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ତେବେ ଶବବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story