ଜଳ, ସ୍ଥଳ ଓ ଆକାଶ ଉପରେ ରହିବ ପୋଲିସର ଛଞ୍ଚାଣ ଆଖି; ପୁରୀ ହେବ ନୋ ଫ୍ଲାଇଂ ଜୋନ୍‌

ପୁରୀ: ରଥ ଯାତ୍ରା ପାଇଁ ପୁରୀର ଜଳ, ସ୍ଥଳ ଓ ଆକାଶ ଉପରେ ରହିବ ପୋଲିସର ଛଞ୍ଚାଣ ନଜର। ଆକାଶରେ ଉଡି ପାରିବନି ବିମାନ। ମନ୍ଦିର ସୁରକ୍ଷା ପାଇଁ ଏସ୍‌ଓଜି ଯବାନଙ୍କୁ ମୁତୟନ କରାଯିବ ବୋଲି ପୋଲିସ ଡିଜି କେ.ବି. ସିଂ କହିଛନ୍ତି। ଆଜି ପୁରୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ୱୟ ବୈଠକ ବସିଥିଲା। ଏଥିରେ ଡିଜି ଯୋଗଦେଇ କହିଛନ୍ତି,“ରଥ ଯାତ୍ରା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସମଯାଜପୁର ବ୍ରିଜ୍‌ ଖୋଲାଯିବ।” […]

puri ratha jatra

puri ratha jatra

Rakesh Mallick
  • Published: Monday, 01 May 2017
  • Updated: 01 May 2017, 10:03 PM IST

Sports

Latest News

ପୁରୀ: ରଥ ଯାତ୍ରା ପାଇଁ ପୁରୀର ଜଳ, ସ୍ଥଳ ଓ ଆକାଶ ଉପରେ ରହିବ ପୋଲିସର ଛଞ୍ଚାଣ ନଜର। ଆକାଶରେ ଉଡି ପାରିବନି ବିମାନ। ମନ୍ଦିର ସୁରକ୍ଷା ପାଇଁ ଏସ୍‌ଓଜି ଯବାନଙ୍କୁ ମୁତୟନ କରାଯିବ ବୋଲି ପୋଲିସ ଡିଜି କେ.ବି. ସିଂ କହିଛନ୍ତି।

ଆଜି ପୁରୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ୱୟ ବୈଠକ ବସିଥିଲା। ଏଥିରେ ଡିଜି ଯୋଗଦେଇ କହିଛନ୍ତି,“ରଥ ଯାତ୍ରା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସମଯାଜପୁର ବ୍ରିଜ୍‌ ଖୋଲାଯିବ।”

ପୋଲିସ ଡିଜି କେ.ବି. ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ସହ ରାଜ୍ୟ ଓ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ସୁରକ୍ଷା, ଆଇନ୍ ଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା, କ୍ରାଉଡ୍ କଣ୍ଟ୍ରୋଲ, ଭିଆଇପିଙ୍କ ସୁରକ୍ଷା ଭଳି ବିଭନ୍ନ ପ୍ରସଙ୍ଗରେ ସମୀକ୍ଷା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story