ତାଜମହଲର ନାଁ ‘ତେଜ ମହାଲୟା’, ଏହା ଏକ ଶୈବ ପୀଠ ଥିଲା: ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଶା ରିପୋର୍ଟର): ତାଜମହଲର ଇତିହାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ତାଜମହଲର ପ୍ରକୃତ ନାଁ ‘ତେଜ ମହାଲୟା’। ଏହା ଏକ ଶୈବ ପୀଠ ଥିଲା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି କୋହିନୂର ହୀରା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାଜା ରଣଜିତ ସିଂହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ହୀରାକୁ ଅର୍ପଣ କରିଥିଲେ। ତେବେ କୋହିନୂରକୁ ଲୁଟ କରାଯାଇଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। କେବଳ କୋହିନୂର ନୁହେଁ, ଭାରତର ଅନେକ […]

sankaracharaya

sankaracharaya

Manoranjan Sial
  • Published: Friday, 09 August 2019
  • Updated: 09 August 2019, 07:11 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ତାଜମହଲର ଇତିହାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ତାଜମହଲର ପ୍ରକୃତ ନାଁ ‘ତେଜ ମହାଲୟା’। ଏହା ଏକ ଶୈବ ପୀଠ ଥିଲା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

ସେହିପରି କୋହିନୂର ହୀରା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାଜା ରଣଜିତ ସିଂହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ହୀରାକୁ ଅର୍ପଣ କରିଥିଲେ। ତେବେ କୋହିନୂରକୁ ଲୁଟ କରାଯାଇଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। କେବଳ କୋହିନୂର ନୁହେଁ, ଭାରତର ଅନେକ ମୂଲ୍ୟବାନ ଧନରତ୍ନ ଲୁଟ କରାଯାଇଛି। ଭାରତରୁ କେତେ ମୂଲ୍ୟବାନ ଧନରତ୍ନ ଲୁଟ୍ ହୋଇ କେଉଁ କେଉଁ ଦେଶମାନଙ୍କରେ ରହିଛି, ତାହାର ଗବେଷଣା କଲେ ସବୁ ତଥ୍ୟ ଜଣାପଡ଼ିବ ବୋଲି ସେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story