ଆହୁରି ଦୁଇ ଦିନ ବର୍ଷିବ

ଭୁବନେଶ୍ୱର: ବର୍ଷାରୁ ମିଳିବନି ତ୍ରାହି। ଆହୁରି ୪୮ ଘଣ୍ଟା ଯାଏଁ ବର୍ଷିବ। ଆଜି ଏବଂ ଆସନ୍ତାକାଲି ଓଡ଼ିଶାର ଉପକୂଳ ଏବଂ ଅଭ୍ୟନ୍ତରୀଣ ଅଞ୍ଚଳର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଆସନ୍ତାକାଲି ବର୍ଷାର ମାତ୍ରା ଅଧିକ ରହିବ। […]

rain---

rain---

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 08:12 AM IST

Sports

Latest News

ଭୁବନେଶ୍ୱର: ବର୍ଷାରୁ ମିଳିବନି ତ୍ରାହି। ଆହୁରି ୪୮ ଘଣ୍ଟା ଯାଏଁ ବର୍ଷିବ। ଆଜି ଏବଂ ଆସନ୍ତାକାଲି ଓଡ଼ିଶାର ଉପକୂଳ ଏବଂ ଅଭ୍ୟନ୍ତରୀଣ ଅଞ୍ଚଳର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଆସନ୍ତାକାଲି ବର୍ଷାର ମାତ୍ରା ଅଧିକ ରହିବ। ଏହା ପ୍ରଭାବରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ। ସମୁଦ୍ର ଅଶାନ୍ତ ରହିବ। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ବର୍ଷା ଯୋଗୁଁ ରାଜ୍ୟରେ ଥଣ୍ଡାର ପ୍ରକୋପ କିଛି ମାତ୍ରାରେ ବୃଦ୍ଧି ପାଇଛି। ବର୍ଷା ମୁକାବିଲା ପାଇଁ ମୁଖ୍ୟାଳୟରେ ରହିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଆବଶ୍ୟକସ୍ଥଳେ ଅଧିକାରୀଙ୍କ ଛୁଟି ବାତିଲ କରାଯିବ ବୋଲି ଏସଆରସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story