‘ପୁଅ ନିହାରୀକାକୁ ଏତେ ଭଲ ପାଉଥିଲା, ସେ ତାକୁ ମାରି ପାରିବନି’

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବହୁଚର୍ଚ୍ଚିତ ନର୍ସ ନିହାରୀକା ହତ୍ୟା ମାମଲାରେ ଗୁମର ଖୋଜୁଛି ପୁଲିସ୍।  ସନ୍ଦିଗ୍ଧ ପ୍ରେମିକ କିଶୋର  ଅଞ୍ଚଳ ଓରଫ ରାଜା ଗତକାଲି ବିରିଡି ଥାନାରେ ଆତ୍ମସମର୍ପଣ ପରେ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି। ଶେଷ ଥର ପାଇଁ ନିହାରୀକା ସହ କିଶୋର କୁଆଡ଼େ ଯାଇଥିଲା ? ହତ୍ୟାକାଣ୍ଡ  ସହ ତାର କ’ଣ ସମ୍ପର୍କ ରହିଛି ? ହତ୍ୟାକାଣ୍ଡରେ ସେ ଜଣେ ନା ଆଉ କାହାର ସଂପୃକ୍ତି ରହିଛି ? ଏମିତି […]

jagasingpur

jagasingpur

Jyoshna Pradhan
  • Published: Saturday, 21 September 2019
  • Updated: 21 September 2019, 02:29 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବହୁଚର୍ଚ୍ଚିତ ନର୍ସ ନିହାରୀକା ହତ୍ୟା ମାମଲାରେ ଗୁମର ଖୋଜୁଛି ପୁଲିସ୍।  ସନ୍ଦିଗ୍ଧ ପ୍ରେମିକ କିଶୋର  ଅଞ୍ଚଳ ଓରଫ ରାଜା ଗତକାଲି ବିରିଡି ଥାନାରେ ଆତ୍ମସମର୍ପଣ ପରେ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି। ଶେଷ ଥର ପାଇଁ ନିହାରୀକା ସହ କିଶୋର କୁଆଡ଼େ ଯାଇଥିଲା ? ହତ୍ୟାକାଣ୍ଡ  ସହ ତାର କ’ଣ ସମ୍ପର୍କ ରହିଛି ? ହତ୍ୟାକାଣ୍ଡରେ ସେ ଜଣେ ନା ଆଉ କାହାର ସଂପୃକ୍ତି ରହିଛି ? ଏମିତି କିଛି ପ୍ରଶ୍ନକୁ ନେଇ ପୁଲିସ୍ ଖୋଳତାଡ଼ କରୁଛି। ତେବେ ଗତକାଲି କଟକ ସହର ଠାରୁ କିଛି ଦୂରରେ ଥିବା ଏକ ସରକାରୀ ବଙ୍ଗଳାରେ ରାଜାକୁ ଜେରା କରାଯାଇଥିବା ସୂଚନା ମିଳିଥିଲା।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ କିଶୋର ଅଞ୍ଚଳଙ୍କ ମା’ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, “ଗତ ଶୁକ୍ରବାର ଦିନଠାରୁ ସେ ନଥିଲା। ଗତକାଲି ହଠାତ୍ ଘରେ ଆସି ପହଞ୍ଚିଥିଲା। ସେ କୁଆଡ଼େ ଯାଇଥିଲା ଆମେ ଜାଣିନୁ। ଆମେ ବି ତାକୁ ଖୋଜୁଥିଲୁ। ସେ ଘରକୁ ଆସିଲେ ଥାନାରେ ଆତ୍ମସମର୍ପଣ କରାଇଦେବି ବୋଲି ମୁଁ ଥାନାରେ କହିଥିଲି। ହେଲେ ଗତକାଲି ସେ ଘରକୁ ଆସିବା ପରେ ମୁଁ ତାକୁ ଥାନାକୁ ନେବା ସମୟରେ ହାଜିପୁର ଛକରେ ପୁଲିସ୍ କର୍ମଚାରୀ ଆସି ତାକୁ ଗାଡ଼ିରେ ବସାଇକି ନେଇଗଲେ। ଏହି ଘଟଣା ପଛରେ ମୋ ପୁଅର ହାତ ନାହିଁ।  ଅନ୍ୟ କେହି ହତ୍ୟା କରି ମୋ ପୁଅ ମୁଣ୍ଡରେ ଅଠା ବୋଳିଛି। ଏହି ବାହାଘରରେ ନିହାରୀକାର ମାଆ ରାଜି ନଥିଲେ। ହେଲେ ସେମାନଙ୍କ ଭଲ ପାଇବା ଦେଖି ବାହାଘର କରିବାକୁ କହିଥିଲି। ସେ ମଧ୍ୟ ବାହାଘର ପାଇଁ ରାଜି ଥିଲେ। ଡିସେମ୍ୱର ମାସରେ ବାହାଘର କରିବାକୁ କହିଥିଲି। ପୁଅ ନିହାରୀକାକୁ ଏତେ ଭଲ ପାଉଥିଲା, ସେ ତାକୁ ମାରି ପାରିବନି। ଏହା ଭିତରେ କ’ଣ ରହସ୍ୟ ରହିଛି ମୁଁ କହିପାରିବିନି।”

ଗତ ୮ ତାରିଖରେ ନିହାରୀକା ନିଖୋଜ ହେବା ଦିନଠାରୁ ହିଁ ରାଜା ଫେରାର୍ ଥିଲା। ଏମିତିକି ବିଲୁଆଖାଇ ନଦୀ ପଠାରୁ ନିହାରୀକାଙ୍କ ମୃତଦେହ ମିଳିବା ପରେ ପରେ ବି ପୁଲିସ୍ ରାଜାକୁ ଠାବ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ହେଲେ ଶେଷରେ ସେ ଆତ୍ମସମର୍ପଣ କରିଥିଲା। ତେଣେ ରାଜା ହିଁ ହତ୍ୟାକାରୀ ବୋଲି ଦର୍ଶାଇ ତାକୁ ଫାଶୀ ଦଣ୍ଡ ଦେବାକୁ ନିହାରୀକାଙ୍କ ବାପାମା’ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story