ରାଜ୍ୟରେ ହାତୀ ଗଣନା: ୩ ବର୍ଷରେ ବଢ଼ିଛନ୍ତି ୨୪, ମରିଛନ୍ତି ୨୧୩

ଭୁବନେଶ୍ୱର: ଗତ ୩ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ୨୪ଟି ବୃଦ୍ଧି ପାଇଛି। କିନ୍ତୁ ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୨୧୩ଟି ହାତୀଙ୍କର ମୃତ୍ୟୁ ଘଟିଛି। ୨୦୧୫ ହାତୀ ଗଣନା ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଏ ସଂପର୍କରେ ସୂଚନା ଦେଇ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ରାଜ୍ୟରେ ଚଳିତ ବର୍ଷ ହାତୀ ଗଣନା କାର୍ଯ୍ୟ ଶେଷ ହୋଇଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏବେ ୧୯୫୪ଟି ହାତୀ ଅଛନ୍ତି। […]

hatee

hatee

Rakesh Mallick
  • Published: Monday, 29 June 2015
  • Updated: 29 June 2015, 10:59 AM IST

ଭୁବନେଶ୍ୱର: ଗତ ୩ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ୨୪ଟି ବୃଦ୍ଧି ପାଇଛି। କିନ୍ତୁ ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୨୧୩ଟି ହାତୀଙ୍କର ମୃତ୍ୟୁ ଘଟିଛି। ୨୦୧୫ ହାତୀ ଗଣନା ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି।

ଏ ସଂପର୍କରେ ସୂଚନା ଦେଇ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ରାଜ୍ୟରେ ଚଳିତ ବର୍ଷ ହାତୀ ଗଣନା କାର୍ଯ୍ୟ ଶେଷ ହୋଇଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏବେ ୧୯୫୪ଟି ହାତୀ ଅଛନ୍ତି। ଗତ ଥର ଅପେକ୍ଷା ହାତୀ ସଂଖ୍ୟା ବଢ଼ିଛି। ୨୦୧୨ରେ ରାଜ୍ୟରେ ୧୯୩୦ଟି ହାତୀ ଥିଲେ। ଏଣୁ ଗତ ୩ ବର୍ଷରେ ହାତୀ ସଂଖ୍ୟାରେ ୨୪ଟି ବଢ଼ିଛି। ରାଜ୍ୟରେ ସର୍ବାଧିକ ହାତୀ ଅଛନ୍ତି ମୟୂରଭଞ୍ଜରେ। ଏଠାରେ ୩୩୭ଟି ହାତୀ ଅଛନ୍ତି। ସେହିପରି ଦ୍ୱିତୀୟ ସର୍ବାଧିକ ହାତୀ ଅଛନ୍ତି ଢେଙ୍କାନାଳରେ। ଏଠାକାର ବିଭିନ୍ନ ଜିଲ୍ଲାରେ ୧୬୪ଟି ହାତୀ ଅଛନ୍ତି।

ତେବେ ଏହି ୩ ବର୍ଷ ମଧ୍ୟରେ ୨୧୩ଟି ହାତୀଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଏଥରୁ ଅନେକ ହାତୀ ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ରାଜ୍ୟର ୪୪ଟି ଜଙ୍ଗଲ ଡିଭିଜନରେ ଏବର୍ଷ ହାତୀ ଗଣନା କରାଯାଇଥିଲା। ହାତୀ ଗଣନା ପାଇଁ ୧୮୬୯ଟି ୟୁନିଟ୍ କରାଯାଇଥିଲା। ଏଗୁଡ଼ିକରେ ବନ ବିଭାଗ ପକ୍ଷରୁ ୫,୬୦୭ ଜଣ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ହାତୀ ଗଣିବାକୁ ଏମାନଙ୍କ ପାଇଁ ୧୦୪୮ଟି ମଞ୍ଚା ତିଆରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story