ରେଭେନ୍ସାରେ ରାଗିଂ ଘଟଣା: ରେଜିଷ୍ଟ୍ରାରଙ୍କୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ର

କଟକ (ପ୍ରଭାତ ବିଶୋଇ ): କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ  ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।  ନିଜ ଜନ୍ମ ଦିନ ପାଳନ ବେଳେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ତାଙ୍କୁ ରାଗିଂ କରିଥିବା ନେଇ ସେ ଅଭିଯୋଗ କରିଥିଲେ।  ଏହି ଘଟଣାରେ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲ୍‌ରୁ ବହିଷ୍କାର କରିଥିଲେ।  ମାତ୍ର ଉକ୍ତ ଛାତ୍ରମାନେ ଏହାର ପ୍ରତିବାଦ କରି  ଗତ ରାତିରେ […]

ravenshaw..

ravenshaw..

Niharika Rout
  • Published: Thursday, 19 September 2019
  • Updated: 19 September 2019, 12:20 PM IST

Sports

Latest News

କଟକ (ପ୍ରଭାତ ବିଶୋଇ ): କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ  ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।  ନିଜ ଜନ୍ମ ଦିନ ପାଳନ ବେଳେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ତାଙ୍କୁ ରାଗିଂ କରିଥିବା ନେଇ ସେ ଅଭିଯୋଗ କରିଥିଲେ।  ଏହି ଘଟଣାରେ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲ୍‌ରୁ ବହିଷ୍କାର କରିଥିଲେ।  ମାତ୍ର ଉକ୍ତ ଛାତ୍ରମାନେ ଏହାର ପ୍ରତିବାଦ କରି  ଗତ ରାତିରେ ରେଜିଷ୍ଟ୍ରାର ଅଶୋକ ଦାସଙ୍କୁ ଘେରାଉ କରିଥିଲେ । ତାଙ୍କ ସହ  ଶୃଙ୍ଖଳା କମିଟିର  ୬ ସଦସ୍ୟଙ୍କୁ ମଧ୍ୟ ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ଅଟକ ରଖିଥିଲେ।

ଖବର ପାଇ ମାଲଗୋଦାମ ଥାନା ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ସେମାନେ ରେଜିଷ୍ଟ୍ରାରଙ୍କ ସହ ଅନ୍ୟ ସଦସ୍ୟଙ୍କୁ ଛାଡି ଦେଇଥିଲେ ।  ଆଜି ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story