ସହକାରୀ ଯନ୍ତ୍ରୀଙ୍କ ଅମାପ ସଂପତ୍ତି, ଭିଜିଲାନ୍ସ ଜାରି ରଖିଛି ରେଡ୍‌

ମୋହନା/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସହକାରୀ ଯନ୍ତ୍ରୀଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ। ଆହବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ ଚଢାଉ ବେଳେ ବାହାରିଲା ୧୧ଟି ପ୍ଲଟ, ଗୋଟିଏ ଫ୍ଲାଟ, ୩୪୫ ଗ୍ରାମ ସୁନା ଓ ୨ ଲକ୍ଷ ୭୨ ହଜାର ନଗଦ ଟଙ୍କା। ଏହି ଯନ୍ତ୍ରୀ ଜଣକ ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ। ଆଜି ତାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରି ଅଚଳାଚଳ ସଂପତ୍ତିର ସୁରାକ […]

eng

eng

Niranjan Mishra
  • Published: Saturday, 17 December 2022
  • Updated: 17 December 2022, 09:26 PM IST

Sports

Latest News

ମୋହନା/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସହକାରୀ ଯନ୍ତ୍ରୀଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ। ଆହବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ ଚଢାଉ ବେଳେ ବାହାରିଲା ୧୧ଟି ପ୍ଲଟ, ଗୋଟିଏ ଫ୍ଲାଟ, ୩୪୫ ଗ୍ରାମ ସୁନା ଓ ୨ ଲକ୍ଷ ୭୨ ହଜାର ନଗଦ ଟଙ୍କା। ଏହି ଯନ୍ତ୍ରୀ ଜଣକ ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ।

ଆଜି ତାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରି ଅଚଳାଚଳ ସଂପତ୍ତିର ସୁରାକ ପାଇଛି ଭିଜିଲାନ୍ସ। ବ୍ରହ୍ମପୁର ଗୋପବନ୍ଧୁ ନଗରରେ ଥିବା ତାଙ୍କ ବାସ ଭବନ ଓ ଜ୍ୟୋତି ନଗରରେ ଚଢ଼ାଉ କରିବା ସହ ଛେଲିଗଡ ଜଳ ସେଚନ ପ୍ରକଳ୍ପ ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଚଢ଼ାଉ ବେଳେ ଭିଜିଲାନ୍ସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଜବତ ତାଲିକାରେ ଗୋଟିଏ କାର୍ ଏବଂ ଦୁଇଟି ଦୁଇଚକିଆ ଥିବା କହିଛନ୍ତି  ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି। ଏବେ ସୁଦ୍ଧା ମୋଟ ସଂପତ୍ତିର ଆକଳନ ହୋଇନଥିବା ବେଳେ, ସଂପତ୍ତିର ପରିମାଣ ବଢିପାରେ ବୋଲି କୁହାଯାଉଛି।

ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗ ଜଣେ ଅତିରିକ୍ତ ଏସ୍‌ପି, ୫ ଜଣ ଇନ୍ସପକ୍ଟର, ଦୁଇ ଜଣ ଏଏସଆଇ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story