ଭାଲୁମାସ୍କା ଷ୍ଟେସନ୍‌ରେ ବାଲି ଚାଲାଣ ଘଟଣାର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଭାଲୁମାସ୍କା ଷ୍ଟେସନ୍‌ରେ ମାଲବାହୀ ଟ୍ରେନ୍ ଯୋଗେ ଅନ୍ତଃରାଜ୍ୟ ବାଲି ଚାଲାଣ ଉଦ୍ୟମ ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ଉପସ୍ଥିତିରେ ତହସିଲଦାର ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ଭାଲୁମାସ୍କା ଷ୍ଟେସନ୍‌ରେ ମାଲଗାଡ଼ିରେ ବାଲି ଚାଲାଣ ହେଉଥିବା ବେଳେ ଗାଁଲୋକେ ଅଟକାଇ ଥିଲେ। ଏହାପରେ ରାଜସ୍ୱ ବିଭାଗ ଟିମ୍ ସେଠାରେ ପହଞ୍ଚି ୩ଟି ଓ୍ୱାଗନ୍‌ ପ୍ରାୟ ଶହେ ଟ୍ରାକ୍ଟରର ବାଲି ଚାଲାଣ ଉଦ୍ୟମ ହେଉଥିବା ଦେଖିବାକୁ ପାଇଥିଲେ।

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 11:53 AM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଭାଲୁମାସ୍କା ଷ୍ଟେସନ୍‌ରେ ମାଲବାହୀ ଟ୍ରେନ୍ ଯୋଗେ ଅନ୍ତଃରାଜ୍ୟ ବାଲି ଚାଲାଣ ଉଦ୍ୟମ ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ଉପସ୍ଥିତିରେ ତହସିଲଦାର ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଗତକାଲି ଭାଲୁମାସ୍କା ଷ୍ଟେସନ୍‌ରେ ମାଲଗାଡ଼ିରେ ବାଲି ଚାଲାଣ ହେଉଥିବା ବେଳେ ଗାଁଲୋକେ ଅଟକାଇ ଥିଲେ। ଏହାପରେ ରାଜସ୍ୱ ବିଭାଗ ଟିମ୍ ସେଠାରେ ପହଞ୍ଚି ୩ଟି ଓ୍ୱାଗନ୍‌ ପ୍ରାୟ ଶହେ ଟ୍ରାକ୍ଟରର ବାଲି ଚାଲାଣ ଉଦ୍ୟମ ହେଉଥିବା ଦେଖିବାକୁ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story