କମିଶନରେଟ ପୁଲିସରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ କମିଶନରେଟ ପୁଲିସରେ ଆଜି ଏସିପି ଓ ଇନ୍ସପେକ୍ଟର ପାହ୍ୟାର ଅଫିସରସ୍ତରରେ କେତେକ ଅଦଳବଦଳ ହୋଇଛି। ଓଡ଼ିଶା ପୁଲିସ ସେବା ଅଧିକାରୀ ଦୁର୍ଗାପ୍ରସାଦ ତ୍ରିପାଠୀଙ୍କୁ କମିଶନରେଟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଡିସିପି ଭାବେ ବଦଳି କରାଯାଇଛି। ସେ କ୍ରାଇମ ଓ ଜୁଡିସିଆଲ ସେକ୍ସନ୍ ଦାୟିତ୍ୱରେ ରହିବେ। ସେହିପରି ଅନୁପ କୁମାର କାନୁନଗୋଙ୍କୁ ଭୁବନେଶ୍ୱର ଟ୍ରାଫିକ ଏସିପି ଭାବେ ନିଯୁକ୍ତି ମିଳିଛି। କିଶୋର କୁମାର ପାଣିଗ୍ରାହୀଙ୍କୁ କମିଶନରେଟ ପୁଲିସ ମୁଖ୍ୟାଳୟରେ ଏସିପି(ଆଇବି), ମନୋରଞ୍ଜନ ବିଶ୍ୱାଳଙ୍କୁ କଟକ […]

commisonrate-police

commisonrate-police

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 10:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ କମିଶନରେଟ ପୁଲିସରେ ଆଜି ଏସିପି ଓ ଇନ୍ସପେକ୍ଟର ପାହ୍ୟାର ଅଫିସରସ୍ତରରେ କେତେକ ଅଦଳବଦଳ ହୋଇଛି। ଓଡ଼ିଶା ପୁଲିସ ସେବା ଅଧିକାରୀ ଦୁର୍ଗାପ୍ରସାଦ ତ୍ରିପାଠୀଙ୍କୁ କମିଶନରେଟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଡିସିପି ଭାବେ ବଦଳି କରାଯାଇଛି। ସେ କ୍ରାଇମ ଓ ଜୁଡିସିଆଲ ସେକ୍ସନ୍ ଦାୟିତ୍ୱରେ ରହିବେ।

ସେହିପରି ଅନୁପ କୁମାର କାନୁନଗୋଙ୍କୁ ଭୁବନେଶ୍ୱର ଟ୍ରାଫିକ ଏସିପି ଭାବେ ନିଯୁକ୍ତି ମିଳିଛି। କିଶୋର କୁମାର ପାଣିଗ୍ରାହୀଙ୍କୁ କମିଶନରେଟ ପୁଲିସ ମୁଖ୍ୟାଳୟରେ ଏସିପି(ଆଇବି), ମନୋରଞ୍ଜନ ବିଶ୍ୱାଳଙ୍କୁ କଟକ ପୁଲିସ ଡିଆଇବିରେ ଏସିପି, ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ କମିଶନରେଟ ପୁଲିସର ଜୋନ୍ - ୪ ଏସିପି, କୃଷ୍ଣପ୍ରସାଦ ଦାଶଙ୍କୁ କଟକସ୍ଥିତ ଆଇୟୁସିଏଡବ୍ଲ୍ୟୁ ଏସିପି, ସଞ୍ଜିବ କୁମାର ଶତପଥୀଙ୍କୁ ଭୁବନେଶ୍ୱର କମିଶନରେଟ ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଏସିପି ଭାବେ ବଦଳି କରାଯାଇଛି।

ସେହିପରି ଇନ୍ସପେକ୍ଟର ତୁଷାରକାନ୍ତ ସେଠୀଙ୍କୁ ମଧୁପାଟଣା ଥାନା ଆଇଆଇସି, ମନୋଜ ରୋଶନ ବିଲୁଙ୍ଗଙ୍କୁ କଟକ ଟ୍ରାଫିକ ଥାନା ଆଇଆଇସି, ସୁରେନ୍ଦ୍ର କୁମାର ବଳଙ୍କୁ ଭୁବନେଶ୍ୱର ଟ୍ରାଫିକ ଥାନା ଆଇଆଇସି, ରାଧାକାନ୍ତ ସାହୁଙ୍କୁ ବାଲିପାଟଣା ଥାନା ଆଇଆଇସି ଓ ଲକ୍ଷ୍ମୀଧର ସେଠଙ୍କୁ ଭୁବନେଶ୍ୱର ଡିଆଇବି ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ଇନ୍ସପେକ୍ଟର ଦୁର୍ଗାପ୍ରସାଦ ଜେନାଙ୍କୁ ଖଣ୍ଡଗିରି ଥାନା ଅତିରିକ୍ତ ଆଇଆଇସି, କୃପାସିନ୍ଧୁ ବରଦାଙ୍କୁ କଟକ ସଦର ଥାନା, ପିଟି ଗଣେଶ ସାହୁଙ୍କୁ ଲାଲବାଗ ଥାନା ଓ ଲକ୍ଷ୍ମୀପ୍ରସାଦ ଶତପଥୀଙ୍କୁ ଚାଉଳିଆଗଞ୍ଜ ଥାନାକୁ ବଦଳି କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story