ଚିଲିକାରେ ଭସାପୋଲ, ଡଙ୍ଗା ୭ ଦିନ ପାଇଁ ବନ୍ଦ

କୃଷ୍ଣପ୍ରସାଦ (ନୀଳକାନ୍ତ ପ୍ରଧାନ): ଚିଲିକାରେ ଯାତାୟତ ପାଇଁ ବ୍ୟବହୃତ ହେଉଥିବା ଭସାପୋଲ ଓ ଡଙ୍ଗାକୁ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ କୃଷ୍ଣପ୍ରସାଦ ବିଡିଓ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷ୍ଣପ୍ରସାଦର ଚିଲିକା ଘେରା ଭିତରେ ୧୪ଟି ପଞ୍ଚାୟତରୁ ଦୁଇ ଦିନ ଭିତରେ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ […]

chilikavvvv

chilikavvvv

Tapaswini Nayak
  • Published: Monday, 27 July 2020
  • Updated: 27 July 2020, 11:24 AM IST

Sports

Latest News

କୃଷ୍ଣପ୍ରସାଦ (ନୀଳକାନ୍ତ ପ୍ରଧାନ): ଚିଲିକାରେ ଯାତାୟତ ପାଇଁ ବ୍ୟବହୃତ ହେଉଥିବା ଭସାପୋଲ ଓ ଡଙ୍ଗାକୁ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ କୃଷ୍ଣପ୍ରସାଦ ବିଡିଓ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

କୃଷ୍ଣପ୍ରସାଦର ଚିଲିକା ଘେରା ଭିତରେ ୧୪ଟି ପଞ୍ଚାୟତରୁ ଦୁଇ ଦିନ ଭିତରେ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ କରୋନା ଦିନକୁ ଦିନକୁ ଭୟଙ୍କର ରୂପ ଧାରଣ କରିବାକୁ ବସିଲାଣି। ରାଜ୍ୟରେ ମୋଟ ୨୬୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬,୭୯୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ୯,୯୧୯ ଜଣ ବିଭିନ୍ନ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୪୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story