ରାଉରକେଲାରେ ୧୪୪ ଧାରା ବଳବତ୍ତର, ଆଉ ୨ ଗିରଫ

ରାଉରକେଲା: ରାଉରକେଲାରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଗଣ୍ଡଗୋଳରେ ସଂପୃକ୍ତ ନେଇ ଆଉ ଦୁଇ ଜଣଙ୍କୁ ଆଜି ଗିରଫ କରାଯାଇଛି। ଏହା ସହିତ ମୋଟ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ରାଉରକେଲାରେ ୧୪୪ଧାରା ବଳବତ୍ତର ରହିବା ସହ ୨୦ପ୍ଲାଟୁନ ପୋଲିସ୍‌ ଓ ସିଆରପିଏଫ୍‌ ମୁତୟନ କରାଯାଇଥିବା ରାଉରକେଲା ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ସୋମବାର ରାତିରେ ପ୍ରାୟ ୧୦ଟି ମେଢ ବିଶ୍ରା ଛକରୁ ବାହାରି ସହରର ମୁଖ୍ୟ ମାର୍ଗ ଦେଇ ବ୍ରାହ୍ମଣୀ ନଦୀକୁ ବିସର୍ଜନ ପାଇଁ ଯିବାବେଳେ […]

rourkela

rourkela

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 01:46 PM IST

Sports

Latest News

ରାଉରକେଲା: ରାଉରକେଲାରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଗଣ୍ଡଗୋଳରେ ସଂପୃକ୍ତ ନେଇ ଆଉ ଦୁଇ ଜଣଙ୍କୁ ଆଜି ଗିରଫ କରାଯାଇଛି। ଏହା ସହିତ ମୋଟ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ରାଉରକେଲାରେ ୧୪୪ଧାରା ବଳବତ୍ତର ରହିବା ସହ ୨୦ପ୍ଲାଟୁନ ପୋଲିସ୍‌ ଓ ସିଆରପିଏଫ୍‌ ମୁତୟନ କରାଯାଇଥିବା ରାଉରକେଲା ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ସୋମବାର ରାତିରେ ପ୍ରାୟ ୧୦ଟି ମେଢ ବିଶ୍ରା ଛକରୁ ବାହାରି ସହରର ମୁଖ୍ୟ ମାର୍ଗ ଦେଇ ବ୍ରାହ୍ମଣୀ ନଦୀକୁ ବିସର୍ଜନ ପାଇଁ ଯିବାବେଳେ ପୁରୁଣା ଷ୍ଟେସନ ରୋଡ୍‌ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟଙ୍କ ପକ୍ଷରୁ ପଥର ମାଡ଼ କରାଯାଇଥିଲା। ପରିସ୍ଥତି ନିୟନ୍ତ୍ରଣ ପାଇଁ ପୋଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story