ବ୍ୟାଣ୍ଡ ବାନ୍ଧିବେ ଆରଟିଓ କର୍ମଚାରୀ, ଦଲାଲ ଉତ୍ପାତ ରୋକ୍‌ ପାଇଁ ଜାରି ହେଲା ଫୋନ୍ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକଙ୍କ ସୁବିଧା ପାଇଁ ବ୍ୟାଣ୍ଡ ବାନ୍ଧିବେ ଆରଟିଓ କର୍ମଚାରୀ। ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ସବୁ ଆରଟିଓଙ୍କୁ ଚିଠି କରିଛନ୍ତି ପରିବହନ କମିଶନର। ନୂଆ ନିୟମ ଅନୁଯାୟୀ, ଆରଟିଓ ଅଫିସ୍‌ରେ ସରକାରୀ କର୍ମଚାରୀମାନେ ବ୍ଲୁ ବ୍ୟାଣ୍ଡ ବାନ୍ଧିବେ। ସେହିପରି ସର୍ଭିସ ପ୍ରୋଭାଇଡର କର୍ମଚାରୀମାନେ ଗ୍ରୀନ୍ ବ୍ୟାଣ୍ଡ ବାନ୍ଧିବେ। ସ୍ମାର୍ଟ ଚିପ୍ କାମ କରୁଥିବା କର୍ମଚାରୀମାନେ ବାନ୍ଧିବେ ୟେଲୋ ବ୍ୟାଣ୍ଡ। ଆରଟିଓ ଅଫିସ ନିକଟରୁ ହଟିବ […]

568-1

568-1

Tapas Behera
  • Published: Saturday, 28 September 2019
  • Updated: 28 September 2019, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକଙ୍କ ସୁବିଧା ପାଇଁ ବ୍ୟାଣ୍ଡ ବାନ୍ଧିବେ ଆରଟିଓ କର୍ମଚାରୀ। ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ସବୁ ଆରଟିଓଙ୍କୁ ଚିଠି କରିଛନ୍ତି ପରିବହନ କମିଶନର। ନୂଆ ନିୟମ ଅନୁଯାୟୀ, ଆରଟିଓ ଅଫିସ୍‌ରେ ସରକାରୀ କର୍ମଚାରୀମାନେ ବ୍ଲୁ ବ୍ୟାଣ୍ଡ ବାନ୍ଧିବେ। ସେହିପରି ସର୍ଭିସ ପ୍ରୋଭାଇଡର କର୍ମଚାରୀମାନେ ଗ୍ରୀନ୍ ବ୍ୟାଣ୍ଡ ବାନ୍ଧିବେ।

ସ୍ମାର୍ଟ ଚିପ୍ କାମ କରୁଥିବା କର୍ମଚାରୀମାନେ ବାନ୍ଧିବେ ୟେଲୋ ବ୍ୟାଣ୍ଡ। ଆରଟିଓ ଅଫିସ ନିକଟରୁ ହଟିବ ସବୁ ଚାଳି ଏବଂ ଗୁମୁଟି। ଅଫିସ ପରିସରକୁ କୌଣସି ମଧ୍ୟସ୍ଥଙ୍କୁ ନପୂରାଇବାକୁ କଡ଼ା ନିର୍ଦ୍ଦେଶ ରହିଛି। ଅଫିସ୍‌ରେ କେଉଁଠି କେଉଁ ସୁବିଧା ଉପଲବ୍ଧ ସେନେଇ  ବଡ଼ ବୋର୍ଡ ଲଗାଯିବ। ଧାର୍ଯ୍ୟ ଫି ମଧ୍ୟ ବଡ଼ ବଡ଼ ଅକ୍ଷରରେ ଲେଖାଯାଇ ବୋର୍ଡ ଲାଗିବ। ଦଲାଲଙ୍କ ଉତ୍ପାତ ସଂପର୍କରେ ସିଧା ଅଭିଯୋଗ କରିପାରିବେ ଲୋକେ। ଏଥିପାଇଁ ହେଲ୍ପ ଡେସ୍କ ନଂ ୧୮୦୦ ୩୪୫ ୧୦୭୩ରେ ଜଣାଇ ପାରିବେ।

ସୂଚନା ଅନୁଯାୟୀ ଆରଟିଓ ଅଫିସ ଗୁଡ଼ିକରେ ଦଲାଲ ରାଜ୍‌ ନେଇ ଓଟିଭି ଓ ଓଡ଼ିଶା ରିପୋର୍ଟରରେ ଏକ୍ସକ୍ଲୁସିଭ ଖବର ପ୍ରକାଶ ପାଇଥିଲା। ଏନେଇ ସରକାରଙ୍କ ଚେତାପଶିଥିଲା। କିଛିଦିନ ତଳେ ଆରଟିଓ ଓ ଅନ୍ୟ ଅଫିସ୍‌କୁ ଦଲାଲ ମୁକ୍ତ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ପରେ କେତେକ ଅଫିସ୍‌ରେ ରେଡ୍‌ କରି ପୁଲିସ୍‌ ଅନେକ ଦଲାଲଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story