ନିୟମ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେଲେ, ଫଟୋ ଉଠାଇ ସୋଶାଲ୍ ମିଡିଆରେ ଛାଡ଼ିଲେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ‘ମୁଁ ଜନସାଧାରଣଙ୍କ ଶତ୍ରୁ। ମୁଁ ଜଣେ ଦେଶଦ୍ରୋହୀ।’ ଏଭଳି ଲେଖାଥିବା ପ୍ଲାକାର୍ଡକୁ ପୁଲିସ୍ କିଛି ଯୁବକଙ୍କ ହାତରେ ଧରାଇ ରାସ୍ତାରେ ଛିଡ଼ା କରାଇ ଦେଇଥିଲା। ପରେ ସେମାନଙ୍କ ଫଟୋ ଉଠାଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲା। ଗତକାଲି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ସାବରଙ୍ଗରେ। କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଗତକାଲି ଏଠାରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ନିୟମର […]

bhadrak-12344

bhadrak-12344

Tapaswini Nayak
  • Published: Monday, 30 March 2020
  • Updated: 30 March 2020, 02:37 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ‘ମୁଁ ଜନସାଧାରଣଙ୍କ ଶତ୍ରୁ। ମୁଁ ଜଣେ ଦେଶଦ୍ରୋହୀ।’ ଏଭଳି ଲେଖାଥିବା ପ୍ଲାକାର୍ଡକୁ ପୁଲିସ୍ କିଛି ଯୁବକଙ୍କ ହାତରେ ଧରାଇ ରାସ୍ତାରେ ଛିଡ଼ା କରାଇ ଦେଇଥିଲା। ପରେ ସେମାନଙ୍କ ଫଟୋ ଉଠାଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲା। ଗତକାଲି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ସାବରଙ୍ଗରେ।

କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଗତକାଲି ଏଠାରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ନିୟମର ଉଲ୍ଲଂଘନ କରିଥିଲେ। ଏଣୁ ଏହି ନିୟମ ଖିଲାପକାରୀଙ୍କ ବିରୋଧରେ ଏଭଳି ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସାବରଙ୍ଗ ଫାଣ୍ଡି ପୁଲିସ୍। ଆଉ ସେହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ସୂଚନାଯୋଗ୍ୟ, ପୂର୍ବରୁ ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ପୁଲିସ୍‌ କିଛି ଯୁବକଙ୍କୁ ପ୍ଲାକାଡ ଧରାଇ ରାସ୍ତାରେ ଠିଆ କରି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story