୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ସରକାର

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ହାଜତ ମୃତକଙ୍କ ପାଇଁ ଘୋଷଣା ହେଲା ଅନୁକମ୍ପା ରାଶି। ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଥାନା ହାଜତ ମତକଙ୍କ ପରିବାର ପାଇଁ ଆଜି ୫ ଲକ୍ଷ ଟଙ୍କାର ଅନୁକମ୍ପପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ରାତିରେ ଭାଲୁପାଲି ଅଞ୍ଚଳର ଅବିନାଶ ମୁଣ୍ଡା ବେଡସିଟ ବେକରେ ଗୁଡ଼େଇ ‌ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଥାନାରେ ଭଙ୍ଗାରୁଜା […]

sambalpur prijener death

sambalpur prijener death

Rakesh Mallick
  • Published: Friday, 09 February 2018
  • Updated: 09 February 2018, 05:11 PM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ହାଜତ ମୃତକଙ୍କ ପାଇଁ ଘୋଷଣା ହେଲା ଅନୁକମ୍ପା ରାଶି। ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଥାନା ହାଜତ ମତକଙ୍କ ପରିବାର ପାଇଁ ଆଜି ୫ ଲକ୍ଷ ଟଙ୍କାର ଅନୁକମ୍ପପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ରାତିରେ ଭାଲୁପାଲି ଅଞ୍ଚଳର ଅବିନାଶ ମୁଣ୍ଡା ବେଡସିଟ ବେକରେ ଗୁଡ଼େଇ ‌ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଥାନାରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଫଳରେ ଥାନାରେ ଥିବା ସମସ୍ତ କାଗଜପତ୍ର ଓ ଗାଡ଼ି ପୋଡି ପାଉଁଶ ହୋଇଯାଇଥିଲା। ଉତ୍ତେଜନା କାବୁ କରିବାକୁ ଯାଇଥିବା ପୋଲିସ ଉପରେ ପଥର ମାଡ଼ ହୋଇଛି। ଏହି ଘଟଣାରେ ଅଇଁଠାପାଲି ଥାନା ଆଇଆଇସିଙ୍କ ସମେତ ଥାନାର ଡାଏରୀ ଚାର୍ଜ ଅଫିସର ଓ ସେଣ୍ଟ୍ରି ନିଲମ୍ବିତ ହୋଇଛନ୍ତି।  ଏଚ୍‌ଆର୍‌ପିସି ଏହି ଘଟଣାର ତଦନ୍ତ କରିବ। ଏଥିସହ ଉତ୍ତରାଞ୍ଚଳ ଆଇଜି ଓ ଏସ୍‌ପି ମିଳିତ ଭାବେ ନିଜନିଜ ସ୍ତରରେ ତଦନ୍ତ କରି ରିପୋର୍ଟ ଦେବେ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି।

ସେପଟେ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଏଚ୍‌ଆର୍‌ପିସିର ୩ ଜଣିଆ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ୍‌ ଅନୁସାରେ ସମ୍ବଲପୁର ଏସ୍‌ପିଙ୍କ ସହ ଯୋଗଯୋଗ କରି ଟିମ୍ ତଦନ୍ତ କରିବ। ଏନେଇ ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story