ଏସ୍‌ସିବି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି: ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

କଟକ: ଏସ୍‌ସିବିରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ପିଜି ଛାତ୍ର ଓ ହାଉସ ସର୍ଜନମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଫଳରେ ରୋଗୀସେବା ପ୍ରଭାବିତ ହୋଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଘଣ୍ଟା ଘଣ୍ଟା ଧରି ଓପିଡି ଆଗରେ ଅପେକ୍ଷା କରୁଛନ୍ତି। ଅନେକ ଚିକିତ୍ସା କରାଇ ନ ପାରି ଫେରି ଯାଉଥିବା ଦେଖିବାକୁ ମିଳୁଛି। ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଜଣଙ୍କୁ ଗତକାଲି ଗିରଫ କରିଛି। ବାକି ୩ ଜଣଙ୍କୁ ଗିରଫ କରାଯିବା […]

sgb

sgb

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 10:52 PM IST

Sports

Latest News

କଟକ: ଏସ୍‌ସିବିରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ପିଜି ଛାତ୍ର ଓ ହାଉସ ସର୍ଜନମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଫଳରେ ରୋଗୀସେବା ପ୍ରଭାବିତ ହୋଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଘଣ୍ଟା ଘଣ୍ଟା ଧରି ଓପିଡି ଆଗରେ ଅପେକ୍ଷା କରୁଛନ୍ତି। ଅନେକ ଚିକିତ୍ସା କରାଇ ନ ପାରି ଫେରି ଯାଉଥିବା ଦେଖିବାକୁ ମିଳୁଛି।

ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଜଣଙ୍କୁ ଗତକାଲି ଗିରଫ କରିଛି। ବାକି ୩ ଜଣଙ୍କୁ ଗିରଫ କରାଯିବା ସହ ଡାକ୍ତରୀ ଛାତ୍ରଙ୍କ ସୁରକ୍ଷା ଦାବିରେ ପିଜି ଛାତ୍ରମାନେ ଆନ୍ଦୋଳନ ଚଳାଇଛନ୍ତି।

ଅନ୍ୟପକ୍ଷରେ ସବୁ ମେଡିକାଲ କଲେଜରେ ଡାକ୍ତରଙ୍କୁ ସୁରକ୍ଷା ଦାବିରେ ଡାକ୍ତରୀ ଛାତ୍ରଙ୍କ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗତକାଲି ରାତିରୁ ଏହି ପ୍ରତିନିଧି ଦଳ ପଦଯାତ୍ରାରେ ବାହାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story