ଜବତ ଗାଡ଼ି ଖତ ହେଉଛି; ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ଅପରାଧିକ ମାମଲାରେ ଜବତ ହେଉଥିବା ଯାନବାହାନ ଦୀର୍ଘଦିନ ଧରି ଖରା,ବର୍ଷାରେ ପଡ଼ି ନଷ୍ଟ ହେଉଛି । ଥରେ ପୁଲିସ୍‌ କବଜାକୁ ଗଲେ ସୁରକ୍ଷିତ ଭାବେ ଗାଡ଼ି ମାଲିକ ଗାଡ଼ି ଫେରିପାଇବା ଆଶା ହରାଇ ଦେଉଛନ୍ତି । ଫଳରେ ଲକ୍ଷାଧିକ ମୂଲ୍ୟର ଗାଡ଼ି ଖତ ଖାଉଛି। ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ଗାଡ଼ିଗୁଡ଼ିକ ସୁରକ୍ଷା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଦୀର୍ଘଦିନ ଧରି ଖରା,ବର୍ଷାରେ ଗାଡ଼ି ଗୁଡ଼ିକୁ ନ ପକାଇ […]

vehicles

vehicles

Niharika Rout
  • Published: Saturday, 08 August 2020
  • Updated: 08 August 2020, 09:23 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଅପରାଧିକ ମାମଲାରେ ଜବତ ହେଉଥିବା ଯାନବାହାନ ଦୀର୍ଘଦିନ ଧରି ଖରା,ବର୍ଷାରେ ପଡ଼ି ନଷ୍ଟ ହେଉଛି । ଥରେ ପୁଲିସ୍‌ କବଜାକୁ ଗଲେ ସୁରକ୍ଷିତ ଭାବେ ଗାଡ଼ି ମାଲିକ ଗାଡ଼ି ଫେରିପାଇବା ଆଶା ହରାଇ ଦେଉଛନ୍ତି । ଫଳରେ ଲକ୍ଷାଧିକ ମୂଲ୍ୟର ଗାଡ଼ି ଖତ ଖାଉଛି।

ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ଗାଡ଼ିଗୁଡ଼ିକ ସୁରକ୍ଷା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଦୀର୍ଘଦିନ ଧରି ଖରା,ବର୍ଷାରେ ଗାଡ଼ି ଗୁଡ଼ିକୁ ନ ପକାଇ ଆବଶ୍ୟକ ପଦକ୍ଷେପ ପରେ ତାହାକୁ ଗାଡ଼ି ମାଲିକଙ୍କ ଜିମା ଦେବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି କୋର୍ଟ ।

ଅବକାରୀ ବିଭାଗ ଦ୍ୱାରା ଜବତ ଏକ ଗାଡ଼ିର ଜିମା ପାଇବା ପ୍ରସଙ୍ଗକୁ ନେଇ ମାଲିକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିଛନ୍ତି । ଜବତ ଗାଡ଼ିକୁ ତା’ର ମାଲିକଙ୍କୁ ଦେବା ପାଇଁ ଅନୁମତି ଦେବା ସହିତ ତଦନ୍ତ ସମୟରେ ଅଥବା ଅଦାଲତରେ ଆବଶ୍ୟକ ସ୍ଥଳେ ମାଲିକ ଗାଡ଼ି ହାଜର କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story