ନିର୍ବାଚନ ଲଢ଼ିବାକୁ ମୋର ଆଉ ବୟସ ନାହିଁ: ଦାମ ରାଉତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ’ନିର୍ବାଚନ ପୂର୍ବରୁ ମୋତେ ବିଜେପି ନେତା ଡାକି ଦଳରେ ମିଶାଇଥିଲେ। ଏବେ ଆଉ ଡାକୁ ନାହାନ୍ତି କି ପଚାରୁ ନାହାନ୍ତି। ଏହିଭଳି ଅବସ୍ଥାରେ ମୁଁ ଆଉ କେମିତି ନିର୍ବାଚନ ଲଢ଼ିବି।’ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ଆଜି ଏ କଥା କହିଛନ୍ତି। ସେ କହିଛନ୍ତି, “ନିର୍ବାଚନର ପୂର୍ବକଥା ଓ ପରକଥା ଭିତରେ ଆକାଶପାତାଳ ପ୍ରଭେଦ ରହିଛି। ବିଜେପୁର ନିର୍ବାଚନ କଥା ମୁଁ ଗଣମାଧ୍ୟମରୁ ଜାଣିଲି। ନିର୍ବାଚନ ଲଢ଼ିବାକୁ ମୋର ଆଉ ବୟସ ନାହିଁ। […]

bjp

bjp

Jyoshna Pradhan
  • Published: Thursday, 03 October 2019
  • Updated: 03 October 2019, 03:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ’ନିର୍ବାଚନ ପୂର୍ବରୁ ମୋତେ ବିଜେପି ନେତା ଡାକି ଦଳରେ ମିଶାଇଥିଲେ। ଏବେ ଆଉ ଡାକୁ ନାହାନ୍ତି କି ପଚାରୁ ନାହାନ୍ତି। ଏହିଭଳି ଅବସ୍ଥାରେ ମୁଁ ଆଉ କେମିତି ନିର୍ବାଚନ ଲଢ଼ିବି।’ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ଆଜି ଏ କଥା କହିଛନ୍ତି।

ସେ କହିଛନ୍ତି, “ନିର୍ବାଚନର ପୂର୍ବକଥା ଓ ପରକଥା ଭିତରେ ଆକାଶପାତାଳ ପ୍ରଭେଦ ରହିଛି। ବିଜେପୁର ନିର୍ବାଚନ କଥା ମୁଁ ଗଣମାଧ୍ୟମରୁ ଜାଣିଲି। ନିର୍ବାଚନ ଲଢ଼ିବାକୁ ମୋର ଆଉ ବୟସ ନାହିଁ। ଯେଉଁ ଦଳ ମୋତେ ପଚାରୁନି, ମୁଁ କ’ଣ ଗୋଡ଼େଇକି ପ୍ରାର୍ଥୀ ହେବି। ମୋର ସ୍ଥିତି ଦଳ ଅନୁଭବ କରୁନି, ମୁଁ ଆଉ କ’ଣ କହିବି।

ସାଧାରଣ ଜୀବନରେ ଜଣେ ବ୍ୟକ୍ତି ପାଇଁ ଦଳ ଅନିବାର୍ଯ୍ୟ ନୁହେଁ। ନିର୍ବାଚନ ପରେ ରାଜ୍ୟର କିମ୍ବା କେନ୍ଦ୍ରରେ ଥିବା ବିଜେପିର କୌଣସି ନେତା ମୋ ସହ କଥା ହୋଇ ନାହାନ୍ତି। ମୋତେ କେହି ଡାକି ନଥିଲେ, ମୁଁ ଦୁଇ ଥର ମନକୁ ମନ ମିଟିଂକୁ ଯାଇଥିଲି। ମିଟିଂ ସରିଲା ପରେ ମୋତେ କେହି କିଛି କହିଲେନି, ମୁଁ ଆସିଲି। ମୁଁ ଆଉ ନିର୍ବାଚନ ରାଜନୀତି ପାଇଁ ଆଗ୍ରହୀ ନୁହେଁ। ତେବେ ଲୋକଙ୍କ ସହ ରହିବି।”

ସୂଚନାଯୋଗ୍ୟ, ବିଜେପୁର ନିର୍ବାଚନ ପାଇଁ  ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ହେଲେ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଦାମୋଦର ରାଉତଙ୍କ ନାଁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story