ଭୁବନେଶ୍ୱରରୁ ଲଢ଼ିବେ ବରିଷ୍ଠ ସିପିଏମ୍‌ ନେତା ଜନାର୍ଦ୍ଦନ ପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିବେ ବରିଷ୍ଠ ସିପିଏମ୍ ନେତା ଜନାର୍ଦ୍ଦନ ପତି। ଦଳ ପକ୍ଷରୁ ଆଜି ପ୍ରକାଶ ପାଇଥିବା ୪୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ରହିଛି। ସିପିଆଇ ସେଣ୍ଟ୍ରାଲ କମିଟି ପକ୍ଷରୁ ଆଜି ଘୋଷଣା ହୋଇଥିବା ତାଲିକାରେ ପଶ୍ଚିମବଙ୍ଗ ଓ କେରଳର ୧୬ଟି ଲେଖାଏଁ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଜନାର୍ଦ୍ଦନ ପତି କିହିଛନ୍ତି, “ଆମର […]

cpim

cpim

Manoranjan Sial
  • Published: Saturday, 16 March 2019
  • Updated: 16 March 2019, 09:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିବେ ବରିଷ୍ଠ ସିପିଏମ୍ ନେତା ଜନାର୍ଦ୍ଦନ ପତି। ଦଳ ପକ୍ଷରୁ ଆଜି ପ୍ରକାଶ ପାଇଥିବା ୪୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ରହିଛି। ସିପିଆଇ ସେଣ୍ଟ୍ରାଲ କମିଟି ପକ୍ଷରୁ ଆଜି ଘୋଷଣା ହୋଇଥିବା ତାଲିକାରେ ପଶ୍ଚିମବଙ୍ଗ ଓ କେରଳର ୧୬ଟି ଲେଖାଏଁ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।

ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଜନାର୍ଦ୍ଦନ ପତି କିହିଛନ୍ତି, “ଆମର ମୂଳ ଲଢ଼େଇ ହେବ ବିଜେପି ଓ ବିଜେଡି ସହିତ। ୨୦୧୪ ମସିହାରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଭାରତବର୍ଷରେ ସାମ୍ୱାଧିନିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହୋଇଛି। ଯାହାକୁ ପ୍ରସଙ୍ଗ କରି ମୋଦି ଭୋଟ୍‌ ପାଇଥିଲେ, ତାହା ପୂରଣ କରିନାହାନ୍ତି। ବିଶେଷକରି କୃଷକ, କଳା ଟଙ୍କା ଫେରାଇବା, ବେକାରୀ ହଟାଇବା, ମହିଳାଙ୍କ ସୁରକ୍ଷା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଆଜିପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଆମେ ଶ୍ରମଜୀବୀ, ଦଳିତ, ବେକାର ଯୁବକ, ମହିଳା ଓ ଚାଷୀଙ୍କ ସମସ୍ୟାକୁ ନେଇ ଆମେ ନିର୍ବାଚନ ମଇଦାନକୁ ଯିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story