ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌

ସମ୍ୱଲପୁର (ସଞ୍ଜୟ ଜେନା):  ସମ୍ୱଲପୁରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌। ଅଇଁଠାପାଲି ପୁଲିସ ଏହା ଜାଣିପାରି ଆଜି ଚଢ଼ଉ କରି ଘର ମାଲିକଙ୍କ ସହ ୭ ଜଣଙ୍କୁ ଗିରଫ କରିଛି। ଏପରିକି ଦେହ ବେପାରରେ ଲାଗିଥିବା ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ସେମାନଙ୍କଠାରୁ ପୁଲିସ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି। ମାତ୍ର କେତେଦିନ ଧରି ଏଠାରେ ସେକ୍ସ ରାକେଟ୍‌ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ […]

sex racket

sex racket

Rakesh Mallick
  • Published: Friday, 27 July 2018
  • Updated: 27 July 2018, 05:08 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା):  ସମ୍ୱଲପୁରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌। ଅଇଁଠାପାଲି ପୁଲିସ ଏହା ଜାଣିପାରି ଆଜି ଚଢ଼ଉ କରି ଘର ମାଲିକଙ୍କ ସହ ୭ ଜଣଙ୍କୁ ଗିରଫ କରିଛି। ଏପରିକି ଦେହ ବେପାରରେ ଲାଗିଥିବା ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ସେମାନଙ୍କଠାରୁ ପୁଲିସ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି। ମାତ୍ର କେତେଦିନ ଧରି ଏଠାରେ ସେକ୍ସ ରାକେଟ୍‌ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କହିଛି। ଏହାଛଡ଼ା ଏହାର ନେଟ୍‌ୱାର୍କ କେତେବାଟ ପର୍ଯ୍ୟନ୍ତ ଲମ୍ୱିଛି, ତାହାର ମଧ୍ୟ ତଦନ୍ତ ଚାଲିଥିବା ପୁଲିସ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story