ମମତାଙ୍କ ସୁରକ୍ଷା ଚିନ୍ତା: ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ କର୍ମକର୍ତ୍ତା ଅଟକ

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି। ସେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ମମତାଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସିଂହଦ୍ୱାର ଥାନା ପୋଲିସ ସମ୍ମିଳନୀ ସମ୍ପାଦକ ସୋମନାଥ ଖୁଣ୍ଟିଆଙ୍କୁ ଅଟକ ରଖିଛି। କିଛିଦିନ ପୂର୍ବେ ମମତା ଗୋ ମାଂସ ଖାଇବା ଅପରାଧ ନୁହେଁ ଏବଂ ଅଣହିନ୍ଦୁ ମନ୍ଦିର ପ୍ରବେଶ କରିପାରିବେ ବୋଲି […]

mamata

mamata

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 01:08 PM IST

Sports

Latest News

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି। ସେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ମମତାଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସିଂହଦ୍ୱାର ଥାନା ପୋଲିସ ସମ୍ମିଳନୀ ସମ୍ପାଦକ ସୋମନାଥ ଖୁଣ୍ଟିଆଙ୍କୁ ଅଟକ ରଖିଛି।

କିଛିଦିନ ପୂର୍ବେ ମମତା ଗୋ ମାଂସ ଖାଇବା ଅପରାଧ ନୁହେଁ ଏବଂ ଅଣହିନ୍ଦୁ ମନ୍ଦିର ପ୍ରବେଶ କରିପାରିବେ ବୋଲି ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରି ସମ୍ମିଳନୀ ପକ୍ଷରୁ ମମତାଙ୍କ ପୁରୀ ଗସ୍ତକୁ ବିରୋଧ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story