ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଶିଖ୍‌ ସମ୍ପ୍ରଦାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଶିଖ ସମ୍ପ୍ରଦାୟର ଆନ୍ତର୍ଜାତିକ ସଂସ୍ଥା ଖାଲସା ଏଡ୍।  ଭୁବନେଶ୍ୱରର ସ୍ଥିତ ଗୁରୁଦ୍ୱାର ସିଂହ  ସଭା ସଂଗଠନ ସହାୟତାରେ ବ୍ୟାତ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ଶନିବାର ଠାରୁ ଏହି ସଂସ୍ଥା ଦ୍ୱାରା  ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି  ସମ୍ପ୍ରଦାୟ ପକ୍ଷରୁ ପୁରୀରେ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଆରମ୍ଭ ହୋଇଛି ଫ୍ରି କିଚେନ୍। ଖାଦ୍ୟ ପ୍ରସ୍ତୁତ କରାଯାଇ ବିପନ୍ନଙ୍କୁ  ଏହି […]

vlcsnap-2019-05-08-09h17m38

vlcsnap-2019-05-08-09h17m38

Tapas Behera
  • Published: Wednesday, 08 May 2019
  • Updated: 08 May 2019, 11:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଶିଖ ସମ୍ପ୍ରଦାୟର ଆନ୍ତର୍ଜାତିକ ସଂସ୍ଥା ଖାଲସା ଏଡ୍।  ଭୁବନେଶ୍ୱରର ସ୍ଥିତ ଗୁରୁଦ୍ୱାର ସିଂହ  ସଭା ସଂଗଠନ ସହାୟତାରେ ବ୍ୟାତ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।

ଗତ ଶନିବାର ଠାରୁ ଏହି ସଂସ୍ଥା ଦ୍ୱାରା  ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି  ସମ୍ପ୍ରଦାୟ ପକ୍ଷରୁ ପୁରୀରେ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଆରମ୍ଭ ହୋଇଛି ଫ୍ରି କିଚେନ୍। ଖାଦ୍ୟ ପ୍ରସ୍ତୁତ କରାଯାଇ ବିପନ୍ନଙ୍କୁ  ଏହି ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲା ପ୍ରଶାସନର ସହାୟତାରେ ଏହି ସଂଗଠନ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story