କଟକ ଶିଶୁ ଭବନ ଅଗ୍ନିକାଣ୍ଡ ଘଟଣା: ଠିକ୍ ସମୟରେ ବ୍ୟବହାର ହୋଇ ନ ଥିଲା ଅଗ୍ନି ନିର୍ବାପକ ଯନ୍ତ୍ର

କଟକ: ଶିଶୁବଭନର ନ୍ୟୁ ବର୍ଣ୍ଣ ୱାର୍ଡରେ ଅଗ୍ନିନିର୍ବାପକ ଯନ୍ତ୍ର ଥିଲା। ମାତ୍ର ଠିକ୍ ସମୟରେ ଏହାର ବ୍ୟବହାର କରାଯାଇ ନ ଥିଲା। ଯଦି ବ୍ୟବହାର କରାଯାଇଥାନ୍ତା, ତା’ହେଲେ ନିଆଁକୁ ପ୍ରଥମରୁ ହିଁ ଆୟତ କରାଯାଇ ପାରିଥା’ନ୍ତା। ଏହା କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ। କଟକ ଶିଶୁ ଭବନରେ ଅଗ୍ନିକାଣ୍ଡର କାରଣର ଅନୁଧ୍ୟାନ ପାଇଁ ଅଗ୍ନିଶମ ବିଭାଗ ଓ ଜି.ଇ.ଡିର ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ବୈଷୟିକ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। […]

cuttack

cuttack

Rakesh Mallick
  • Published: Monday, 30 November 2015
  • Updated: 30 November 2015, 02:04 PM IST

Sports

Latest News

କଟକ: ଶିଶୁବଭନର ନ୍ୟୁ ବର୍ଣ୍ଣ ୱାର୍ଡରେ ଅଗ୍ନିନିର୍ବାପକ ଯନ୍ତ୍ର ଥିଲା। ମାତ୍ର ଠିକ୍ ସମୟରେ ଏହାର ବ୍ୟବହାର କରାଯାଇ ନ ଥିଲା। ଯଦି ବ୍ୟବହାର କରାଯାଇଥାନ୍ତା, ତା’ହେଲେ ନିଆଁକୁ ପ୍ରଥମରୁ ହିଁ ଆୟତ କରାଯାଇ ପାରିଥା’ନ୍ତା। ଏହା କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ। କଟକ ଶିଶୁ ଭବନରେ ଅଗ୍ନିକାଣ୍ଡର କାରଣର ଅନୁଧ୍ୟାନ ପାଇଁ ଅଗ୍ନିଶମ ବିଭାଗ ଓ ଜି.ଇ.ଡିର ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ବୈଷୟିକ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଆଉ ଏହି ବୈଠକରେ ଏହି କଥା କହିଥିଲେ ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ। ସେହିପରି ଅନାଧିକୃତ ଭାବେ ୨ଶହ ୱାଟର ବଲବ ବ୍ୟବହାର କରାଯାଇଥିବାରୁ ଅଗ୍ନିକାଣ୍ଡ  ଘଟିଥାଇ ପାରେ ବୋଲି ବୈଠକରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବାସ ଆଚାର୍ଯ୍ୟ କହିଥିଲେ।

ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ ପାଇଁ ଆଜି ଶିଶୁ ଭବନ ପରିଦର୍ଶନ କରିଥିଲେ ରାଜ୍ୟ ଶିଶୁ ଅଧିକାର କମିଶନର ସଦସ୍ୟ ରାଜଲକ୍ଷ୍ମୀ ଦାସ।

ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ୨୨ଦିନର ଶିଶୁଟିର ସ୍ୱାସ୍ଥାବସ୍ଥା ଭଲ ନ ଥିବା ଜଣାପଡିଛି। ଆହତ ଶିଶୁଟିର ବାପା କହିଛନ୍ତି ଯେ ସୁସ୍ଥ ହୋଇଯାଇଥିଲା। ରବିବାର ଘରକୁ ଫେରି ଥାଆନ୍ତା। କିନ୍ତୁ ଏବେ କେବେ ଘରକୁ ଫେରିବ ଜଣାନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story