କଲେଜରୁ ବାଇକ୍‌ରେ ଫେରୁଥିଲେ ଭାଇ ଭଉଣୀ, ପଛରୁ ଧକ୍କା ଦେଲା ହାଇୱା

ଯାଜପୁର(ଗୁଲାମ ଗସ): କଲେଜରୁ ବାଇକ୍‌ରେ ଫେରୁଥିଲେ ଭାଇ ଭଉଣୀ। ବାଟରେ ତାଙ୍କ ବାଇକକୁ  ପଛରୁ ଧକ୍କା ଦେଲା ହାଇୱା। ଫଳରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇଛି। ଆଜି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ତଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ସ୍ଥାନୀୟ କବାଟବନ୍ଧ ନୂଆସାହି ଗ୍ରାମର ଭୋଳେଶ୍ୱର ମହାପାତ୍ରଙ୍କ ଝିଅ ସ୍ନେହଲତା ମହାପାତ୍ର ଓ ପୁଅ ରମେଶ ମହାପାତ୍ର। ସେମାନେ ଚଣ୍ଡିଖୋଲ […]

accid

accid

Niranjan Mishra
  • Published: Saturday, 05 November 2022
  • Updated: 05 November 2022, 09:45 PM IST

Sports

Latest News

ଯାଜପୁର(ଗୁଲାମ ଗସ): କଲେଜରୁ ବାଇକ୍‌ରେ ଫେରୁଥିଲେ ଭାଇ ଭଉଣୀ। ବାଟରେ ତାଙ୍କ ବାଇକକୁ  ପଛରୁ ଧକ୍କା ଦେଲା ହାଇୱା। ଫଳରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇଛି। ଆଜି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ତଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ସ୍ଥାନୀୟ କବାଟବନ୍ଧ ନୂଆସାହି ଗ୍ରାମର ଭୋଳେଶ୍ୱର ମହାପାତ୍ରଙ୍କ ଝିଅ ସ୍ନେହଲତା ମହାପାତ୍ର ଓ ପୁଅ ରମେଶ ମହାପାତ୍ର।

ସେମାନେ ଚଣ୍ଡିଖୋଲ କଲେଜ ଯାଇଥିଲେ। ସନ୍ଧ୍ୟାରେ ଉଭୟ ଏକ ବାଇକ ଯୋଗେ ଘରକୁ ଫେରୁଥିବା ଥିଲେ। ବାଟରେ ଏକ ହାଇୱା ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ନେହଲତାର ମୃତ୍ୟୁ ହୋଇଥିବା ବେଳେ ରମେଶ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଁଚି ଆହତ ଯୁବକକୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story