ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୬୦ଘଣ୍ଟିଆ ସଟଡାଉନ୍‌, କର୍ଫ୍ୟୁ ଭଳି ଲାଗୁ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତା ଯୋଗୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ୬୦ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି। ଆଜି ରାତି ୧୦ଟାରୁ ଏହି ସଟଡାଉନ୍ କାର୍ଯ୍ୟକାରୀ ହେବ। କେବଳ ଜରୁରୀ ସେବା ଛଡ଼ା ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। କର୍ଫ୍ୟୁ ଭଳି ସ୍ଥିତି ରହିବ ଓ କାହାରିକୁ ଘରୁ ବାହାରିବା ପାଇଁ ଅନୁମତି ମିଳିବ ନାହିଁ। ୨୬ତାରିଖ ସକାଳ […]

n-908-1

n-908-1

Tapas Behera
  • Published: Thursday, 23 April 2020
  • Updated: 23 April 2020, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତା ଯୋଗୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ୬୦ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି। ଆଜି ରାତି ୧୦ଟାରୁ ଏହି ସଟଡାଉନ୍ କାର୍ଯ୍ୟକାରୀ ହେବ। କେବଳ ଜରୁରୀ ସେବା ଛଡ଼ା ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। କର୍ଫ୍ୟୁ ଭଳି ସ୍ଥିତି ରହିବ ଓ କାହାରିକୁ ଘରୁ ବାହାରିବା ପାଇଁ ଅନୁମତି ମିଳିବ ନାହିଁ। ୨୬ତାରିଖ ସକାଳ ପର୍ଯ୍ୟନ୍ତ ଉକ୍ତ ୩ଟି ଜିଲ୍ଲାରେ ଏହି କର୍ଫ୍ୟୁ ବଳବତ୍ତର ରହିବ।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଭୁବନେଶ୍ୱରରେ ୪୮ଘଣ୍ଟିଆ ସଟଡାଉନ୍ ଘୋଷଣା କରି ସରକାରଙ୍କୁ ସଫଳତା ମିଳିଛି। ଗତ ଏପ୍ରିଲ ୧୪ତାରିଖରୁ କୌଣସି ନୂଆ ପଜେଟିଭ୍ ରୋଗୀ ଚିହ୍ନଟ ହୋଇନାହାନ୍ତି। ମାତ୍ର ଓଡ଼ିଶାରେ ଏବେ ଯେଉଁ ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି ସେଥିରୁ ଶେଷ ୨୮ଟି ସଂକ୍ରମିତ ରୋଗୀ ହେଉଛନ୍ତି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର। ତେଣୁ ଏହି ସ୍ଥିତି ସରକାରଙ୍କୁ ଚିନ୍ତାରେ ପକାଇଛି। ପୁଲିସ ଡିଜି ଏସବୁ ଜିଲ୍ଲାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିବାବେଳେ ରାଜ୍ୟର ୩ଜଣ ବରିଷ୍ଠ ଆଇଏଏସଙ୍କୁ ଏହି ୩ ଜିଲ୍ଲା ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି। ତେଣୁ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ନମୂନା ପରୀକ୍ଷା ବ୍ୟାପକ ଭାବେ କରାଯିବା ଆବଶ୍ୟକ ହୋଇଛି।

ଏବେ ୨୭ଟି ପ୍ଲାଟୁନ୍ ପୁଲିସ ଫୋର୍ସ ସେଠାରେ ମୁତୟନ ହୋଇଛି। ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଏହି ଜିଲ୍ଲାଗୁଡ଼ିକରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ ସହ କର୍ଫ୍ୟୁ ଭଳି ସ୍ଥିତି ଲାଗୁ କରିବା ଜରୁରୀ ହୋଇପଡ଼ିଛି। ତେଣୁ ରାଜ୍ୟ ସରକାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୬୦ଘଣ୍ଟିଆ ସଟଡାଉନ୍ ଘୋଷଣା କରି ସେଠାରେ କଣ୍ଟ୍ରାକ୍ଟ ଟ୍ରେସିଂକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସମ୍ପୃକ୍ତ ଅଂଚଳରେ ବ୍ୟାପକ ବିଶୋଧନ ସହ ସରପଂଚମାନଙ୍କ ସହାୟତାରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଜୋରଦାର କରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପ୍ରିଲ ୩ତାରିଖ ସୁଦ୍ଧା ଭୁବନେଶ୍ୱରରେ ମାତ୍ର ୫ଟି ମାମଲା ଥିବାବେଳେ ଏହିଦିନ ଏକକାଳୀନ ୧୫ଟି କେସ ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୪ ଓ ୫ତାରିଖରେ ଭୁବନେଶ୍ୱର,କଟକ ଓ ଭଦ୍ରକରେ ୪୮ଘଣ୍ଟିଆ ସଟଡାଉନ୍ ଘୋଷଣା କରିଥିଲେ। ଏହାର ସୁଫଳ ମଧ୍ୟ ସରକାରଙ୍କୁ ମିଳିଛି ଓ ଏପ୍ରିଲ ୧୪ତାରିଖରୁ ଏପର୍ଯ୍ୟନ୍ତ କୌଣସି ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story