ପହିଲାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ମନା

ପୁରୀ(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ମୋବାଇଲ ଉପରେ ଲାଗିବ କଟକଣା। ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତିପ୍ରାପ୍ତ ମୋବାଇଲ ବିନା ଅନ୍ୟ କୌଣସି ସ୍ମାର୍ଟ ଫୋନ୍‌ ଦେଖିଲେ ଜବତ କରାଯିବ। ତାହା ଆଉ ଫେରସ୍ତ କରାଯିବ ନାହିଁ। ଏପରିକି ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ଯନ୍ତ୍ରୀ, ବିଧାୟକ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ କ୍ଷେତ୍ରରେ ଏହି କଟକଣା ବଳବତ୍ତର ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସେବାୟତ […]

srimendra

srimendra

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 04:26 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ମୋବାଇଲ ଉପରେ ଲାଗିବ କଟକଣା। ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତିପ୍ରାପ୍ତ ମୋବାଇଲ ବିନା ଅନ୍ୟ କୌଣସି ସ୍ମାର୍ଟ ଫୋନ୍‌ ଦେଖିଲେ ଜବତ କରାଯିବ। ତାହା ଆଉ ଫେରସ୍ତ କରାଯିବ ନାହିଁ। ଏପରିକି ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ଯନ୍ତ୍ରୀ, ବିଧାୟକ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ କ୍ଷେତ୍ରରେ ଏହି କଟକଣା ବଳବତ୍ତର ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସେବାୟତ ନିଯୋଗଙ୍କୁ ଚିଠି ଲେଖାଯାଇଛି।

ଶ୍ରୀମନ୍ଦିରରେ ସେବାୟତମାନେ ପ୍ରଶାସନ ତରଫରୁ ଦିଆଯାଇଥିବା ହୋଲଗ୍ରାମ ଲାଗିଥିବା ମୋବାଇଲ ବ୍ୟବହାର କରିବେ। ପ୍ରାଥମିକସ୍ତରରେ ଯେଉଁ ମୋବାଇଲରେ ହୋଲଗ୍ରାମ ନଥାଇ ବିକ୍ରି କରାଯାଇଛି, ସେଗୁଡ଼ିକ ପରିବର୍ତ୍ତନ କରାଯିବ। ସେପଟେ ଛତିଶା ନିଯୋଗ ବୈଠକରେ ଆଲୋଚନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ୧୮ ତାରିଖରୁ ମୋବାଇଲ ବିକ୍ରି ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଡିସେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସେବାୟତମାନଙ୍କୁ ମୋବାଇଲ ବିକ୍ରି ପାଇଁ ଦୁଇଟି କାଉଣ୍ଟର ଖୋଲାଯାଇଛି। ତେବେ ଗତକାଲି ଏହି ମୋବାଇଲ ବିକ୍ରିକୁ ନେଇ ବିତର୍କ ବିବାଦ ଦେଖାଦେଇଥିଲା। ଏହା ସତ୍ତ୍ୱେ କେତେକ ସେବାୟତ ମୋବାଇଲ କିଣୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story