ସୋସିଆଲ୍ ମିଡିଆର ବ୍ୟବହାର କରିବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଶାସନ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଯୋଗାଯୋଗ ପାଇଁ ଫେସ୍‌ବୁକ୍, ଟ୍ୱିଟର ଓ ୟୁଟୁବ୍ ଭଳି ସୋସିଆଲ୍ ମିଡିଆର ବ୍ୟବହାର କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ଗତକାଲି ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣେ ପ୍ରଶାସନିକ ଅଧିକାରୀ ଆଜି କହିଛନ୍ତି। ସୋସିଆଲ୍ ମିଡିଆର ଗୁରୁତ୍ୱ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ କରିବା ପାଇଁ ପ୍ରତ୍ୟେକ ବିଭାଗ […]

naveen

naveen

Rakesh Mallick
  • Published: Wednesday, 23 March 2016
  • Updated: 24 March 2016, 02:44 AM IST

naveenଭୁବନେଶ୍ୱର: ପ୍ରଶାସନ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଯୋଗାଯୋଗ ପାଇଁ ଫେସ୍‌ବୁକ୍, ଟ୍ୱିଟର ଓ ୟୁଟୁବ୍ ଭଳି ସୋସିଆଲ୍ ମିଡିଆର ବ୍ୟବହାର କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର।

ଗତକାଲି ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣେ ପ୍ରଶାସନିକ ଅଧିକାରୀ ଆଜି କହିଛନ୍ତି।

ସୋସିଆଲ୍ ମିଡିଆର ଗୁରୁତ୍ୱ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ କରିବା ପାଇଁ ପ୍ରତ୍ୟେକ ବିଭାଗ ସୋସିଆଲ୍ ମିଡିଆର ବ୍ୟବହାର କରିବା ଉଚିତ୍। ପ୍ରତି ବିଭାଗ ସେମାନଙ୍କର ୱେବ୍‌ସାଇଟ୍ ଗୁଡ଼ିକୁ ନିୟମିତ ଭାବେ ଅପ୍‌ଡେଟ୍‌ କରିବା ସହିତ ସେଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ସରକାରଙ୍କ ଏହି ନିର୍ଦ୍ଦେଶକ୍ରମେ ଇଲେକ୍‌ଟ୍ରୋନିକ୍ ଆଣ୍ଡ୍ ଇନ୍‌ଫରମେସନ୍ ଟେକ୍ନୋଲୋଜି ବିଭାଗ ଏଥିପାଇଁ ନୋଡାଲ୍ ଏଜେନ୍ସୀ ଭାବେ କାର୍ଯ୍ୟ କରିବ। ସେହିପରି ସୂଚନା ଓ ଲୋକ ସଂପର୍କ ବିଭାଗ କଣ୍ଟେଣ୍ଟ୍ ମ୍ୟାନେଜର ଭାବେ କାର୍ଯ୍ୟ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story