୨୬ରେ ସୂର୍ଯ୍ୟପରାଗ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି । ଆସନ୍ତା ୨୫ତାରିଖରୁ ନୀତିକାନ୍ତିରେ ପରବର୍ତ୍ତନ କରାଯାଇଛି ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୫ତାରିଖ ରାତି ତମାମ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ  ହେବ। ଦିନ ୮ଘଣ୍ଟା ୨୦ମିନିଟ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ମିନିଟ […]

vlcsnap-1

vlcsnap-1

Niharika Rout
  • Published: Tuesday, 24 December 2019
  • Updated: 24 December 2019, 02:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି । ଆସନ୍ତା ୨୫ତାରିଖରୁ ନୀତିକାନ୍ତିରେ ପରବର୍ତ୍ତନ କରାଯାଇଛି ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୫ତାରିଖ ରାତି ତମାମ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ  ହେବ। ଦିନ ୮ଘଣ୍ଟା ୨୦ମିନିଟ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ମିନିଟ ୧୦ ସେକେଣ୍ଡ ରହିଛି।

ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଣ୍ଟା ୨୦ମିନିଟରୁ  ପାକତ୍ୟାଗ କରାଯିବ। ଏହି ସମୟରେ ଭୋଜନ, ପାକ ଦ୍ରବ୍ୟ ଓ ଦେବ ନୀତି ସବୁ ବନ୍ଦ ରହିବ । ତେବେ ସୂର୍ଯ୍ୟପରାଗ ଆରମ୍ଭ ହେବା ମାତ୍ରେ ଶ୍ରୀମନ୍ଦିରରେ ପରାଗ ନୀତି କରାଯିବ ଓ ପରାଗ ଶେଷ ହେବା ମାତ୍ରେ ମହାପ୍ରଭୁଙ୍କୁ ସ୍ନାନ କରାଯିବ। ଏହାପରେ  ଶ୍ରୀମନ୍ଦିରରେ   ସ୍ୱତନ୍ତ୍ର ନୀତିକାନ୍ତି ହେବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story