ଶତାଧିକ ଅପରାଧୀଙ୍କୁ ଏକା ମାରିଥିବା ଏନ୍‌କାଉଣ୍ଟର ସ୍ପେଷାଲିଷ୍ଟ, ଜାଣନ୍ତୁ ସେମାନେ କିଏ  

୮୦ ଦଶକର ଘଟଣା। ସେତେବେଳେ କେତେକ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କ କାରନାମା ମୁମ୍ବାଇକୁ ଥରହର କରୁଥିଲା। ଦାଉଦ ଇବ୍ରାହିମ, ଛୋଟା ରାଜନ୍‌ ଭଳି କୁଖ୍ୟାତ ଅପରଧୀମାନଙ୍କର ସେହି ସମୟରେ ଅଦ୍ଭୁଦୟ ହୋଇଥିଲା। ଏମାନଙ୍କ ହାଇଟେକ୍‌ ଅପରାଧିକ କାର୍ଯ୍ୟକଳାପ ପୋଲିସ ପାଇଁ ଚାଲେଞ୍ଜ ହୋଇଥିଲା। କେବଳ ଦାଉଦ କି ଛୋଟା ରାଜନ୍‌ ନୁହଁ ଏମାନଙ୍କ ଭଳି ଅନେକ ଅପରାଧୀ ମୁମ୍ବାଇବାସୀଙ୍କ ନିଦ ହଜାଇଥିଲେ। ଦୈନିକ ହାଇପ୍ରୋଫାଇଲ ମର୍ଡ଼ର ଏବଂ ଲୁଟ୍‌ ପୋଲିସ ପାଇଁ ଚାଲେଞ୍ଜ ହୋଇଥିଲା।  ଆଉ ସେ ସମୟରେ […]

Daya

Daya

Rakesh Mallick
  • Published: Monday, 22 January 2018
  • Updated: 22 January 2018, 10:20 PM IST

Sports

Latest News

୮୦ ଦଶକର ଘଟଣା। ସେତେବେଳେ କେତେକ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କ କାରନାମା ମୁମ୍ବାଇକୁ ଥରହର କରୁଥିଲା। ଦାଉଦ ଇବ୍ରାହିମ, ଛୋଟା ରାଜନ୍‌ ଭଳି କୁଖ୍ୟାତ ଅପରଧୀମାନଙ୍କର ସେହି ସମୟରେ ଅଦ୍ଭୁଦୟ ହୋଇଥିଲା। ଏମାନଙ୍କ ହାଇଟେକ୍‌ ଅପରାଧିକ କାର୍ଯ୍ୟକଳାପ ପୋଲିସ ପାଇଁ ଚାଲେଞ୍ଜ ହୋଇଥିଲା। କେବଳ ଦାଉଦ କି ଛୋଟା ରାଜନ୍‌ ନୁହଁ ଏମାନଙ୍କ ଭଳି ଅନେକ ଅପରାଧୀ ମୁମ୍ବାଇବାସୀଙ୍କ ନିଦ ହଜାଇଥିଲେ। ଦୈନିକ ହାଇପ୍ରୋଫାଇଲ ମର୍ଡ଼ର ଏବଂ ଲୁଟ୍‌ ପୋଲିସ ପାଇଁ ଚାଲେଞ୍ଜ ହୋଇଥିଲା।  ଆଉ ସେ ସମୟରେ କିଛି ବାହୁବଳୀ ପୋଲିସ ଅଫିସରଙ୍କ ନାଁ ସାମ୍ନାକୁ ଆସିଥିଲେ। ଯେଉଁମାନଙ୍କ ପାଖରେ ବଡ଼ ବଡ଼ ଅପରାଧୀମାନେ ଧରାଶାୟୀ ହୋଇଯାଉଥିଲେ। ସେଇ କେତେଜଣ ପୋଲିସ ଅଫିସର ପୋଲିସ ସ୍ପେଷାଲିଷ୍ଟ ଏନ୍‌କାଉଣ୍ଟର ଭାବେ ପରିଚିତ।  ଆସନ୍ତୁ ଜାଣିବା ସେହି ଏନ୍‌କାଉଣ୍ଟର ସ୍ପେଷାଲିଷ୍ଟଙ୍କ ବିଷୟରେ କିଛି ତଥ୍ୟ।

ବିଜୟ ସାଲସ୍‌କର

vijay salaskar_0ବିଜୟ ସାଲସକର ୨୬/୧୧ ଆକ୍ରମଣରେ ସହିଦ୍ ହୋଇଥିଲେ। ସେ ତାଙ୍କ କାର୍ଯ୍ୟକାଳରେ ସମୁଦାୟ ୬୪ଟି ଏନକାଉଣ୍ଟର କରିଛନ୍ତି । ସେ ଅରୁଣ ଗାବଲି ଗ୍ୟାଙ୍ଗର ଚିହ୍ନ ବର୍ଣ୍ଣ ମିଟାଇଦେଇଥିଲେ।

ରବିନ୍ଦ୍ର ଅଙ୍ଗରେ

ପୋଲିସ ଅଫିସର ରବିନ୍ଦ୍ର ଅଙ୍ଗରେ ମୋଟ୍‌ ୫୪ଟି ଏନ୍‌କାଉଣ୍ଟର କରିଥିଲେ। ସେ ସୁରେଶ ମୋନକାରାଙ୍କ ଗ୍ୟାଙ୍ଗର ସର୍ବନାଶ କରିଦେଇଥିଲେ। ଯାହା ପରେ ସେ ଚର୍ଚ୍ଚାକୁ ଆସିଥିଲେ।

ପ୍ରଫୁଲ ଭୋସଲେ

ପ୍ରଫୁଲ ଭୋସଲେ ଏପରି ଏକ ନା ଯାହା ଶୁଣିଲେ ଅଣ୍ଡର ୱ୍ୱାଲର୍ଡ ଭୟରେ ଥରି ଉଠେ। ସେ ସୁମଦାୟ ୭୭ଟି ଏନ୍‌କାଉଣ୍ଟର କରିଥିଲେ।

ଦୟା ନାଏକ

ପୋଲିସ୍ ଅଫିସର ଦୟା ନାଏକ। ସବୁଠୁ ଭୟଙ୍କର ପୋଲିସ ଅଫିସର ଭାବେ ପରିଚିତ ଥିଲେ ଦୟା। ତାଙ୍କ ଉପରେ ବଲିଉଡ୍‌ ଫିଲ୍ମ ନିର୍ମାଣ ହୋଇଛି। ସେ ସମୁଦାୟ ୮୩ ଏନ୍‌କାଉଣ୍ଟର କରିଛନ୍ତି ଓ ଅନେକ ବଡ଼ ବଡ଼ ଗ୍ୟାଙ୍ଗକୁ ଧୂଳି ଚଟାଇଛନ୍ତି।

ପ୍ରଦୀପ ଶର୍ମା

ପ୍ରଦୀପ ଶର୍ମା ମୁମ୍ବାଇ ପୋଲିସ୍‌ରେ ସବୁଠୁ ଅଧିକ ଏନ୍‌କାଉଣ୍ଟର କରିଛନ୍ତି। ସେ ତାଙ୍କ କାର୍ଯ୍ୟକାଳରେ ୧୧୨ଟି ଏନ୍‌କାଉଣ୍ଟର କରିଛନ୍ତି । ପ୍ରଦୀପ ଶର୍ମାଙ୍କୁ ଗୁଣ୍ଡାମାନେ ଏତେ ଭୟ କରୁଥିଲେ ଯେ, ତାଙ୍କର ପୋଷ୍ଟିଂ ହେବା ଅଞ୍ଚଳରେ  ଗୁଣ୍ଡାମାନେ ବଟି ଆଦାୟ ବନ୍ଦ କରିଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story