ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ଭେଟିଲେ ପିସିସି ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା

ଭୁବନେଶ୍ୱର: ନୂଆଦିଲ୍ଲୀରେ ସୋମବାର କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା। ସୋନିଆଙ୍କ ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବା ସହ ଦଳୀୟ ଓ ସାଙ୍ଗଠନିକ ପ୍ରସଙ୍ଗରେ ମଧ୍ୟ ବିଚାର ବିମର୍ଶ କରିଛନ୍ତି ଗଣେଶ୍ୱର। ରାଜ୍ୟରେ ମରୁଡ଼ି ପରିସ୍ଥିତି, ବିଜୁଳି ସଙ୍କଟ ଆଦି ସମସ୍ୟା ନେଇ ସେ ସୋନିଆଙ୍କୁ ଅବଗତ କରିଥିବା ସେ କହିଛନ୍ତି। ଏହାସହ ଦଳର ଉପସଭାପତି ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କ […]

GANESWAR behera

GANESWAR behera

Rakesh Mallick
  • Published: Monday, 19 October 2015
  • Updated: 19 October 2015, 11:42 AM IST

Sports

Latest News

ଭୁବନେଶ୍ୱର: ନୂଆଦିଲ୍ଲୀରେ ସୋମବାର କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା। ସୋନିଆଙ୍କ ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବା ସହ ଦଳୀୟ ଓ ସାଙ୍ଗଠନିକ ପ୍ରସଙ୍ଗରେ ମଧ୍ୟ ବିଚାର ବିମର୍ଶ କରିଛନ୍ତି ଗଣେଶ୍ୱର। ରାଜ୍ୟରେ ମରୁଡ଼ି ପରିସ୍ଥିତି, ବିଜୁଳି ସଙ୍କଟ ଆଦି ସମସ୍ୟା ନେଇ ସେ ସୋନିଆଙ୍କୁ ଅବଗତ କରିଥିବା ସେ କହିଛନ୍ତି। ଏହାସହ ଦଳର ଉପସଭାପତି ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କ ସହ ମଧ୍ୟ ଦଳୀୟ ପ୍ରସଙ୍ଗରେ ଆଲୋଚନା କରିଥିବା ଗଣେଶ୍ୱର କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ ମଧ୍ୟ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ରାହୁଲଙ୍କ ସହିତ ଦଳର ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ନେଇ ସେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story