ସୋର: ପୋଲିସ୍ ଭ୍ୟାନ୍‌କୁ ଧକ୍କା ଦେଲା ପଥର ବୋଝେଇ ଟ୍ରକ୍, ଗ୍ରାମରକ୍ଷୀ ମୃତ

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଆଗରେ ସଡ଼କ ଦୁର୍ଘଟଣା ଘଟିଛି। ପୋଲିସ୍  ଭ୍ୟାନକୁ ଏକ ପଥର ବୋଝେଇ  ଟ୍ରକ୍ ଧକ୍କା ଦେବା ଫଳରେ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କନଷ୍ଟେବଳ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଗ୍ରାମରକ୍ଷୀ ଜଣଙ୍କ ହେଲେ ଭଗତପୁର ଗାଁର ଗୌତମ ନାୟକ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ମୃତକ ଓ […]

accident

accident

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 10:38 AM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଆଗରେ ସଡ଼କ ଦୁର୍ଘଟଣା ଘଟିଛି। ପୋଲିସ୍  ଭ୍ୟାନକୁ ଏକ ପଥର ବୋଝେଇ  ଟ୍ରକ୍ ଧକ୍କା ଦେବା ଫଳରେ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କନଷ୍ଟେବଳ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଗ୍ରାମରକ୍ଷୀ ଜଣଙ୍କ ହେଲେ ଭଗତପୁର ଗାଁର ଗୌତମ ନାୟକ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ମୃତକ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଖନ୍ତପଡ଼ା ଫାଣ୍ଡିରେ ଚାବି ପକାଇବା ସହ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଦୁର୍ଘଟଣାର ତଦନ୍ତ ଲାଗି ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ଗଠନ କରାଯାଇଥିବା ବାଲେଶ୍ୱେର ଏସ୍‌ପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story