ନିରଞ୍ଜନଙ୍କୁ ହଟାଇବା ଦାବିରେ ଛାତ୍ର କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ରେଡକ୍ରସ ଭବନରେ ବନ୍ଧୁମିଳନ ନାଁରେ ବୈଠକ କରି ନିରଞ୍ଜନଙ୍କ ପରିବର୍ତ୍ତେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ଦାବି କରୁଥିବାବେଳେ ଅନ୍ୟଏକ ଗୋଷ୍ଠୀ ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଛାତ୍ରନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଜି କଂଗ୍ରେସ […]

cxqw

cxqw

Hemant Lenka
  • Published: Friday, 06 December 2019
  • Updated: 06 December 2019, 07:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ରେଡକ୍ରସ ଭବନରେ ବନ୍ଧୁମିଳନ ନାଁରେ ବୈଠକ କରି ନିରଞ୍ଜନଙ୍କ ପରିବର୍ତ୍ତେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ଦାବି କରୁଥିବାବେଳେ ଅନ୍ୟଏକ ଗୋଷ୍ଠୀ ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଛାତ୍ରନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରିତମ ଦାସ ଓ ଅନ୍ୟ ଛାତ୍ର ନେତାମାନେ ସିଧାସଳଖ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରିବା ସହ ରେଡକ୍ରସ ଭବନରେ ବନ୍ଧୁମିଳନ ଓ ସାମ୍ବାଦିକ ସମ୍ମିଳନୀ କରିଥିବା ଆତ୍ମଘୋଷିତ ଛାତ୍ର ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଛାତ୍ରନେତା ଆଦିତ୍ୟ ପ୍ରତିମ ଦାସ କହିଛନ୍ତି ଯେ, ନିକଟ ଅତୀତରେ ନିତ୍ୟବ୍ୟହୃତ ଖାଦ୍ୟସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ସମ୍ପ୍ରତି ନାରୀ ନିର୍ଯାତନା, ଗଣ ବଳାତ୍କାର ଓ ଦୁଷ୍କର୍ମ ପ୍ରସଙ୍ଗରେ ରାଜ୍ୟ ତମାମ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲାବେଳେ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ କେବେବି ସାମିଲ ହୋଇନଥିବା କିଛି ଆତ୍ମଘୋଷିତ ଛାତ୍ରମାନେ ଗଣମାଧ୍ୟମ ଜରିଆରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ବିରୋଧ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅନୁମୋଦନରେ ଶ୍ରୀ ପଟ୍ଟନାୟକ ପିସିସି ସଭାପତି ଥିବାବେଳେ ତାଙ୍କୁ ବିରୋଧ କରି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶକୁ ବିରୋଧ କରୁଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେମାନେ କଂଗ୍ରେସକୁ କ୍ଷତି ପହଞ୍ଚାଉଛନ୍ତି।

ଦଳପ୍ରତି ସେମାନଙ୍କର କେତେ ଆନୁଗତ୍ୟ ରହିଛି ଏହା ସହଜେ ଅନୁମେୟ। ଦଳ ଓ ନେତୃତ୍ୱ ବିରୋଧି କାର୍ଯ୍ୟକ୍ରମରୁ ବିରତି ନ ରହିଲେ ଯେକୌଣସି ମୂହୁର୍ତ୍ତରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେବା ସହ ଏନେଇ ରାଜ୍ୟ ଛାତ୍ର କଂଗ୍ରେସର ପ୍ରଭାରୀ ମୋଥା ରୋହିତ ଓ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ (ଏନଏସୟୁଆଇ) ର ଅଧ୍ୟକ୍ଷ ନିରଜ କୁନ୍ଦନଙ୍କ ନିକଟରେ ଦାବି କରାଯିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସର ସୌମ୍ୟ ପ୍ରକାଶ ମିଶ୍ର, ନିରଞ୍ଜନ ନାୟକ ଓ ସମ୍ଭବ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ହଟାଇବା ଦାବିରେ ରାଜ୍ୟ କଂଗ୍ରେସର କିଛି ନେତ୍ରୀ ଦିଲ୍ଲୀରେ ଡେରା ପକାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story