କମେଣ୍ଟ ମରାରୁ ଛାତ୍ରୀ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ପ୍ରେମିକ ଅଟକ

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରେ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଜଣେ ଛାତ୍ରୀ ଗତକାଲି କମେଣ୍ଟ ମରାରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ୍‌  ଅଭିଯୁକ୍ତ ପ୍ରେମିକ ରାକେଶ ପ୍ରଧାନକୁ ଅଟକ ରଖି ପଚରାଉଚରା କରୁଛି। ସେ  ନର୍ଲା କଲେଜର ଯୁକ୍ତ ତିନିର ଛାତ୍ର। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ  ପ୍ରାୟ ୨ଟା ବେଳେ ମଦନପୁର ରାମପୁର କଲେଜର ଜଣେ ଛାତ୍ରୀ ବସ୍‌ଷ୍ଟାଣ୍ଡରେ ମୁମୂର୍ଷୁ  ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ […]

student-suicid

student-suicid

Jyoshna Pradhan
  • Published: Saturday, 28 September 2019
  • Updated: 28 September 2019, 10:32 AM IST

Sports

Latest News

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରେ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଜଣେ ଛାତ୍ରୀ ଗତକାଲି କମେଣ୍ଟ ମରାରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ୍‌  ଅଭିଯୁକ୍ତ ପ୍ରେମିକ ରାକେଶ ପ୍ରଧାନକୁ ଅଟକ ରଖି ପଚରାଉଚରା କରୁଛି। ସେ  ନର୍ଲା କଲେଜର ଯୁକ୍ତ ତିନିର ଛାତ୍ର।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ  ପ୍ରାୟ ୨ଟା ବେଳେ ମଦନପୁର ରାମପୁର କଲେଜର ଜଣେ ଛାତ୍ରୀ ବସ୍‌ଷ୍ଟାଣ୍ଡରେ ମୁମୂର୍ଷୁ  ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି  ମଦନପୁର ରାମପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।   ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଗତକାଲି ସନ୍ଧ୍ୟାରେ ମଦନପୁର ରାମପୁର ଥାନାରେ ଏତଲା ଦିଆଯାଇଥିଲା। ପ୍ରେମ ସମ୍ପର୍କ ଓ କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ବସ୍‌ଷ୍ଟାଣ୍ଡରେ ମାଡ଼ ମାରିଥିଲେ। ଲୋକ ଲଜ୍ଜାରେ ଛାତ୍ରୀ ଜଣକ ବିଷ ପିଇ ଦେଇଥିବା  ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story