ପାଇଖାନା ସଫା କରୁଛନ୍ତି ଛାତ୍ର

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ କନ୍ଧବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ପାଇଖାନା ସଫା କାମରେ ଲଗାଯାଉଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ପିଲାମାନଙ୍କୁ ଏପରି କାମରେ ଲଗାଉଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମାଝିଙ୍କୁ ପଚରାଯିବାରେ ପ୍ରଥମେ ସେ କିଛି କହି ନଥିଲେ। ହେଲେ ପରେ ପ୍ରତି ଶନିବାର ପିଲାମାନେ ଏପରି […]

90

90

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 11:25 AM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ କନ୍ଧବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ପାଇଖାନା ସଫା କାମରେ ଲଗାଯାଉଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ପିଲାମାନଙ୍କୁ ଏପରି କାମରେ ଲଗାଉଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।

ଏନେଇ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମାଝିଙ୍କୁ ପଚରାଯିବାରେ ପ୍ରଥମେ ସେ କିଛି କହି ନଥିଲେ। ହେଲେ ପରେ ପ୍ରତି ଶନିବାର ପିଲାମାନେ ଏପରି ସଫା କରିଥାନ୍ତି ବୋଲି ସ୍ୱୀକାର କରିଥିଲେ। ଏନେଇ ଡିଇଓ ସୁବୋଧ ଦାସଙ୍କୁ ପଚରାଯିବାରେ ସେ କହିଛନ୍ତି, “ଅଭିଯୋଗ ମିଳିଛି। ଘଟଣାର ତଦନ୍ତ କରିବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story